Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩୦ବର୍ଷରେ ୱାର୍ଲ୍ଡ ୱାଇଡ ୱେବ : ଗୁଗଲର ସ୍ପେଶାଲ ଡୁଡୁଲ
ଆଜିର ଖବର

୩୦ବର୍ଷରେ ୱାର୍ଲ୍ଡ ୱାଇଡ ୱେବ : ଗୁଗଲର ସ୍ପେଶାଲ ଡୁଡୁଲ

March 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
google celebrates world wide 30years celebration
google celebrates world wide 30years celebration

ୱାର୍ଲ୍ଡ ୱାଇଡ ୱେବର ୩୦ ବର୍ଷ ପୁର୍ତି ଅବସରରେ ଗୁଗୁଲର ଡୁଡୁଲ ପ୍ରସ୍ତୁତ କରିଛି ବିଶେଷ ଡୁଡୁଲୁ । ଏହି ଡୁଡୁଲୁରେ ୱେବର  ବିଶ୍ଵସ୍ତରର ସୂଚନା ପାଇଁ ଟେକନିକକୁ ପ୍ରତୀକାତ୍ମକ ରୂପେ ଦେଖାଯାଇଛି। ୱାର୍ଲ୍ଡ ୱାଇଡ ୱେବକୁ ସାଧାରଣରେ ୱେବ କୁହାଯାଏ। ଏହି ୱେବ ବ୍ରାଉଜର  ସହାୟତାରେ ଆମେ ୱେବ ପେଜ କୁ ଦେଖି ପାରିବ ସହିତ ଟେକ୍ସଟ, ଫୋଟୋ, ଭିଡିଓ ତଥା ଅନ୍ୟ ମଲ୍ଟିମିଡିଆକୁ ମଧ୍ୟ ଦେଖିପାରୁଛୁ। ଏହା ହାଇପରଲିଙ୍କ ସହାୟତାରେ ଏହି ସବୁ ପେଜ ସଂଯୁକ୍ତ ହୋଇଥାଏ। ୧୯୮୯ ମସିହା ମାର୍ଚ ୧୨ରେ  ଟିମ ଵରନର୍ଷ ଲୀ ଏହି ଓ୍ବେବକୁ ଆବିଷ୍କାର କରିଥିଲେ। ଏଚଟିଏମଏଲ ଲାଙ୍ଗୁଏଜ, ଇଉଆରଏଲ ଏଡ୍ରେସ ଓ ହାଇପାରଟେକ୍ସଟ ଟ୍ରାନ୍ସଫର ପ୍ରୋଟୋକଲ ଦ୍ଵାରା ୱେବ କାମ କରିଥାଏ। ଦୁନିଆର ପ୍ରଥମ ଓ୍ବେବ ସାଇଟ୍‌ http://info.cern.ch/ hypertext/ WWW/ TheProject.html  ୧୯୯୧ ଅଗଷ୍ଟ ୬ରେ ପବ୍ଲିଶ୍‌ ହୋଇଥିଲା। ଗୁଗଲ କେବଳ ୱେବର ୩୦ତମ ଜନ୍ମଉତ୍ସବ ପାଳନ କରୁନି। ଟ୍ଵିଟ୍ଟର ମଧ୍ୟ ୱେବର ୩୦ ତମ ଜନ୍ମ ଦିବସ ଅବସରରେ ଫନି ଟ୍ଵିଟ୍ଟ  ଦ୍ବାରା ସେଲିବ୍ରେସନ୍‌ କରୁଥିବାର ଦେଖିବାକୁ ମିଳିଛି ।

googledoodle thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.