Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ଗତ 24 ଘଣ୍ଟାରେ ସର୍ବାଧିକ 19 ହଜାର ଆକ୍ରାନ୍ତ ଚିହ୍ନଟ, 410 ମୃତ
ଆଜିର ଖବର

ଦେଶରେ ଗତ 24 ଘଣ୍ଟାରେ ସର୍ବାଧିକ 19 ହଜାର ଆକ୍ରାନ୍ତ ଚିହ୍ନଟ, 410 ମୃତ

June 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ଦେଶରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି କରୋନା । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସମକ୍ରମିତ ମୋଟ ରୋଗୀଙ୍କ ସଂଖ୍ୟା 5 ଲକ୍ଷ ପାର କରିସାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 19 ହଜାର 906ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 402ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ 2 ଲକ୍ଷ 3 ହଜାର 51ଆକ୍ଟିଭ ମାମଲା ରହିଥିବାବେଳେ ମୋଟ୍ 3 ଲକ୍ଷ 09 ହଜାର 713 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 28 ହଜାର 859କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 1 ଲକ୍ଷ 59 ହଜାର 133 ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 7 ହଜାର 273କୁ ବୃଦ୍ଧି ହୋଇଛି ।

କ୍ର.ସଂ: ରାଜ୍ୟର ନାମ ପଜିଟିଭ୍‌ ସୁସ୍ଥ ମୃତ
1 ଆଣ୍ଡାମାନ ନିକୋବର 72 43 0
2 ଆନ୍ଧ୍ରପ୍ରଦେଶ 12285 5480 157
3 ଅରୁଣାଚଳ ପ୍ରଦେଶ 177 54 1
4 ଆସାମ 8931 6843 59
5 ବିହାର 8931 6843 59
6 ଚଣ୍ଡୀଗଡ 428 335 6
7 ଛତିଶଗଡ 2545 1914 13
8 ଦିଲ୍ଲୀ 80188 49301 2558
9 ଗୋଆ 1128 420 2
10 ଗୁଜୁରାଟ 30709 22409 1789
11 ହରିୟାଣା 13427 8472 218
12 ହିମାଚଳ ପ୍ରଦେଶ 894 509 9
13 ଜମ୍ମୁ କାଶ୍ମୀର 6966 4225 93
14 ଝାରଖଣ୍ଡ 2339 1724 12
15 କର୍ଣ୍ଣାଟକ 11923 7287 191
16 କେରଳ 4071 2110 22
17 ଲଦାଖ 960 554 1
18 ମଧ୍ୟପ୍ରଦେଶ 12965 9971 550
19 ମହାରାଷ୍ଟ୍ର 159133 84245 7273
20 ମଣିପୁର 1092 432 0
21 ମେଘାଳୟ 47 42 1
22 ମିଜୋରାମ 148 55 0
23 ଓଡ଼ିଶା 6350 4606 18
24 ପୁଡୁଚେରୀ 619 221 10
25 ପଞ୍ଜାବ 5056 3320 128
26 ରାଜସ୍ଥାନ 16944 13367 391
27 ତାମିଲନାଡୁ 78335 44094 1025
28 ତେଲେଙ୍ଗାନା 13436 4928 243
29 ତ୍ରିପୁରା 1334 1071 1
30 ଉତ୍ତରାଖଣ୍ଡ 2791 1912 37
31 ଉତ୍ତର ପ୍ରଦେଶ 21549 14215 649
32 ପଶ୍ଚିମବଙ୍ଗ 16711 10789 629
ମୋଟ୍‌ ପଜିଟିଭ୍‌ଙ୍କ ସଂଖ୍ୟା 528859 309713 16095
corona
Share. Facebook Twitter LinkedIn Email WhatsApp Copy Link

Related Posts

PCB କୁ ଝଟକା ଦେଲା ICC: ଏସିଆ କପ୍ ରୁ ବାଦ ପଡିବ କି ପାକିସ୍ତାନ?

September 16, 2025

ପୂଜକଙ୍କୁ ଆତର୍କିତ ଆକ୍ରମଣ: ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

September 16, 2025

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

September 16, 2025

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 16, 2025
Latest News

PCB କୁ ଝଟକା ଦେଲା ICC: ଏସିଆ କପ୍ ରୁ ବାଦ ପଡିବ କି ପାକିସ୍ତାନ?

September 16, 2025

ପୂଜକଙ୍କୁ ଆତର୍କିତ ଆକ୍ରମଣ: ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

September 16, 2025

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

September 16, 2025

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 16, 2025

ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ – ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.