Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାହାରୁଖ୍‌ ଓ ସଲମାନ୍‌ଙ୍କ ସହ ନଜର ଆସିବେ ଆଲିଆ ଭଟ୍ଟ !
ଆଜିର ଖବର

ଶାହାରୁଖ୍‌ ଓ ସଲମାନ୍‌ଙ୍କ ସହ ନଜର ଆସିବେ ଆଲିଆ ଭଟ୍ଟ !

March 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମହେଶ ଭଟ୍ଟଙ୍କ କନ୍ୟା ଆଲିଆ ନିଜର ଦମଦାର୍‌ ଅଭିନୟ ଜରିଆରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି । ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଆଲିଆ ଭଟ୍ଟଙ୍କ  ଅଭିନୟ ବେଶ ପରିପକ୍ଵ । ନିକଟରେ ମିଳିଥିବା ସୂଚନା ଅନୁସାରେ ଲୋକପ୍ରିୟ ନିର୍ମାତା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ତାଙ୍କର ଆଗାମୀ ଫିଲ୍ମରେ ବଲିଉଡ୍‌ ସୁଲତାନ ସଲମାନ୍‌ ଖାନ୍‌ଙ୍କ ସହ କରିବେ । ଏହି ଫିଲ୍ମରେ କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ପାଇଁ ମହେଶ ତନୟା ଆଲିଆଙ୍କୁ ଆପ୍ରୋଚ କରାଯାଇଥିବାର ସୂଚନା ରହିଛି । ତେବେ ଦୁଇ ଖାନ୍‌ଙ୍କ ସହ ଆଲିଆ ଅଭିନୟ କରିବେ କି ନାହିଁ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ । ଆଲିଆ ‘ଟୁ ଷ୍ଟେଟସ୍‌’, ‘ହମ୍ପଟି ଶର୍ମା କି ଦୁଲ୍‌ହନିଆଁ, ‘ବଦ୍ରିନାଥ କି ଦୁଲ୍‌ହନିଆଁ’, ‘କପୁର୍‌ ଆଣ୍ଡ ସନସ୍‌’, ‘ଡିୟର ଜିନ୍ଦଗୀ’, ‘ରାଜି’ ଓ ‘ଗଲି ବୟ’ ପରି ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଥିବାବେଳେ ନିକଟରେ ରଣବୀର୍‌ କପୁର୍‌ଙ୍କ ସହ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ରଣବୀରଙ୍କ ସହ ତାଙ୍କର ‘ବ୍ରହ୍ମାସ୍ତ୍ର’ ଫିଲ୍ମ ପରଦାକୁ ଆସିବାର ରହିଛି । କରନ୍‌ଙ୍କ ଆଗାମୀ ଫିଲ୍ମ ‘କଲଙ୍କ୍‌’ରେ ମଧ୍ୟ ଆଲିଆ ଲିଡ୍‌ ଆକ୍ଟ୍ରେସ୍‌ ଭୂମିକାରେ ନଜର ଆସିବେ । ନିକଟରେ ଏହି ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍‌ ଜାରି କରାଯାଇଛି । ଆଲିଆ ପୂର୍ବରୁ ଶାହରୁଖଙ୍କ ସହ ‘ଡିୟର୍‌ ଜିନ୍ଦଗୀ’ରେ ଅଭିନୟ କରିଥିବାବେଳେ ସଲମାନ୍‌ଙ୍କ ସହ କୌଣସି ଫିଲ୍ମରେ ନଜର ଆସିନାହାନ୍ତି ଆଲିଆ ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026
Latest News

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.