Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ରାଜ୍ୟରୁ ଆଉ ଦୁଇଟି ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି
ଆଜିର ଖବର

ପୁଣି ରାଜ୍ୟରୁ ଆଉ ଦୁଇଟି ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି

June 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି । ଆଜି ପୁଣି ରାଜ୍ୟରୁ ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ମୃତକ ଦ୍ବୟ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି । ଦୁହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ 48 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 39 ବର୍ଷୀୟା ମହିଳା ବୋଲି ଜଣାପଡିଛି । ଏହି ମହିଳା ଜଣକ କିଡ୍‌ନୀ ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ । ଗଞ୍ଜାମରେ ଏବେ ମୃତକଙ୍କ ସଂଖ୍ୟା 14ରେ ପହଞ୍ଚିଛି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 25ରେ ପହଞ୍ଚିଛି । ସେହିପରି ଅନ୍ୟ 7 ଜଣ କରୋନାରେ ଆକ୍ରାନ୍ତଙ୍କ ହୋଇ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

କରୋନା ଗଞ୍ଜାମ
Share. Facebook Twitter LinkedIn Email WhatsApp Copy Link

Related Posts

ଆଲିଆ ଭଟ୍ଟଙ୍କୁ କାହିଁକି କ୍ଷମା ମାଗିଲେ ପ୍ରିୟଙ୍କା ଗାନ୍ଧୀ?: ଜାଣନ୍ତୁ କାରଣ

October 8, 2025

ଏବେ ମାଗଣାରେ ଦେଖନ୍ତୁ ଲାଇଭ୍ ଟିଭି ଏବଂ ସିନେମା!: ଜାଣନ୍ତୁ ପ୍ରକ୍ରିୟା

October 8, 2025

Air Force Day: ‘ଅପରେସନ ସିନ୍ଦୂର’ ର ନାୟକମାନଙ୍କୁ ସମ୍ମାନିତ କଲା ଭାରତୀୟ ବାୟୁସେନା

October 8, 2025

ଇଣ୍ଡିଆ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ: ଭାରତରେ କେତେବେଳେ ଆରମ୍ଭ ହେବ ମ୍ୟାଚ୍? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

October 8, 2025
Latest News

ପୁଣି ଥରେ ଜେଡିୟୁକୁ ଝଟକା ଦେବେ କି ଚିରାଗ ପାସୱାନ?: ଦେଲେ ଏଭଳି ସଂକେତ!

October 8, 2025

ଆଲିଆ ଭଟ୍ଟଙ୍କୁ କାହିଁକି କ୍ଷମା ମାଗିଲେ ପ୍ରିୟଙ୍କା ଗାନ୍ଧୀ?: ଜାଣନ୍ତୁ କାରଣ

October 8, 2025

ଏବେ ମାଗଣାରେ ଦେଖନ୍ତୁ ଲାଇଭ୍ ଟିଭି ଏବଂ ସିନେମା!: ଜାଣନ୍ତୁ ପ୍ରକ୍ରିୟା

October 8, 2025

Air Force Day: ‘ଅପରେସନ ସିନ୍ଦୂର’ ର ନାୟକମାନଙ୍କୁ ସମ୍ମାନିତ କଲା ଭାରତୀୟ ବାୟୁସେନା

October 8, 2025

ଇଣ୍ଡିଆ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ: ଭାରତରେ କେତେବେଳେ ଆରମ୍ଭ ହେବ ମ୍ୟାଚ୍? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.