Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»24 ଘଣ୍ଟା ମଧ୍ୟରେ ରାଜ୍ୟରେ ପାଞ୍ଚୋଟି ମୁଣ୍ଡ ନେଲା କରୋନା
ଆଜିର ଖବର

24 ଘଣ୍ଟା ମଧ୍ୟରେ ରାଜ୍ୟରେ ପାଞ୍ଚୋଟି ମୁଣ୍ଡ ନେଲା କରୋନା

July 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜ୍ୟରୁ 5 ଜଣଙ୍କର ମୁଣ୍ଡ ନେଇଛି କରୋନା ।  24 ଘଣ୍ଟା ମଧ୍ୟରେ ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଜିଲ୍ଲାରୁ 3 ଓ ଖୋର୍ଦ୍ଧାରୁ 2 ଜଣ ରହିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ରହିଛି ।  ଆଜି ମୃତ୍ୟୁବରଣ କରିଥିବା ସମସ୍ତ ମୃତକ ପୁରୁଷ ବୋଲି ସୂଚନା ରହିଛି ।

ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ତିନିଜଣଙ୍କ ମଧ୍ୟରେ  ଜଣେ 50 ବର୍ଷୀୟ ରହିଥିବାବେଳେ ତାଙ୍କର ଡାଇବେଟିସ୍‌ ସହ ହାଇପର୍ଟେନସନ୍‌ ରହିଥିଲା । ସେହିପରି ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 27 ଓ 35 ବର୍ଷ ବୋଲି ସୂଚନା ରହିଛି ।

ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତମାନେ ଭୁବନେଶ୍ବରର ବୋଲି ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ 64 ବର୍ଷୀୟ ଥିବାବେଳେ ସେ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ମୃତକଙ୍କ ବୟସ 51 ବର୍ଷ ।

 

ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ବେଶ୍‌ ଉତ୍କଟ ରହିଛି । ଜିଲ୍ଲାରେ କରୋନା ଯୋଗୁଁ 20ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2000 ଟପିଲାଣି  । ସେହିପରି ଖୋର୍ଦ୍ଧା ଜିଲ୍ଲାରେ 7ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଥିବାବେଳେ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 900 ପାଖାପାଖି ପହଞ୍ଚିଛି। ଏବେ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 34ରେ ପହଞ୍ଚିଛି ।

ଜିଲ୍ଲା ମୋଟ୍‌ ପଜିଟିଭ୍    ‌ ସକ୍ରିୟ ସୁସ୍ଥ ମୃତ ମୃତ (ଅନ୍ୟାନ୍ୟ)
ଅନୁଗୁଳ
95 [+24]
37 [+24]
57
1
0
ବାଲେଶ୍ବର
390 [+13]
80 [+13]
309
0
1
ବରଗଡ
133 [+2]
68 [+2]
64
1
0
ଭଦ୍ରକ
245 [+12]
21 [+12]
224
0
0
ବଲାଙ୍ଗିର
213
60
153
0
0
ବୌଦ୍ଧ
45
5
40
0
0
କଟକ
715 [+13]
200 [+12]
509
4
2 [+1]
ଦେବଗଡ
62
20
42
0
0
ଢେଙ୍କାନାଳ
84 [+1]
18 [+1]
66
0
0
ଗଜପତି
449 [+7]
218 [+7]
231
0
0
ଗଞ୍ଜାମ
2,066 [+216]
917 [+213]
1,128
20 [+3]
1
ଜଗତସିଂହପୁର
317 [+12]
90 [+12]
227
0
0
ଯାଜପୁର
541 [+1]
150 [+1]
391
0
0
ଝାରସୁୁଗୁଡା
128 [+8]
79 [+8]
49
0
0
କଳାହାଣ୍ଡି
76
6
70
0
0
କନ୍ଧମାଳ
186 [+8]
8 [+8]
178
0
0
କେନ୍ଦ୍ରାପଡା
264 [+11]
38 [+11]
226
0
0
କେଉଁଝର
157 [+5]
61 [+5]
96
0
0
ଖୋର୍ଦ୍ଧା
944 [+50]
232 [+48]
703
7 [+2]
2
କୋରାପୁଟ
57 [+5]
32 [+5]
25
0
0
ମାଲ୍‌କାନଗିରି
111 [+5]
58 [+5]
53
0
0
ମୟୂରଭଞ୍ଜ
253 [+28]
92 [+28]
160
0
1
ନବରଙ୍ଗପୁର
53 [+11]
39 [+11]
13
0
1
ନୟାଗଡ
164 [+1]
35 [+1]
129
0
0
ନୂଆପଡା
82
4
78
0
0
ପୁରୀ
291 [+18]
74 [+18]
215
1
1
ରାୟଗଡା
115
93
22
0
0
ସମ୍ବଲପୁର
70 [+6]
34 [+6]
36
0
0
ସୁବର୍ଣ୍ଣପୁର
39 [+2]
4 [+2]
35
0
0
ସୁନ୍ଦରଗଡ
256 [+36]
80 [+36]
176
0
0

 

କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026
Latest News

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.