Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ କରୋନା ସ୍ଥିତି ବେକାବୁ : ଦିନକରେ 22 ହଜାର 752 ପଜିଟିଭ୍, 482 ମୃତ
ଆଜିର ଖବର

ଦେଶରେ କରୋନା ସ୍ଥିତି ବେକାବୁ : ଦିନକରେ 22 ହଜାର 752 ପଜିଟିଭ୍, 482 ମୃତ

July 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନାଭାଇରସ୍। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ପାଖାପାଖି 23ହଜାର ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଦିନକରେ ମୋଟ 22 ହଜାର 752 ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି 24 ଘଣ୍ଟା ଭିତରେ 482 ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  7 ଲକ୍ଷ 42 ହଜାର 417 ରେ ପହଞ୍ଚିଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା  20 ହଜାର 642କୁ ବୃଦ୍ଧି ପାଇଛି। ପ୍ରଭାବିତ ତାଲିକାରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ବ୍ରାଜିଲ୍‌ ଦ୍ୱିତୀୟ ସ୍ଥାନରେ ରହିଛି ।

ସେହିପରି 4 ଲକ୍ଷ 56 ହଜାର 831 ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଏବେବି 2 ଲକ୍ଷ 64 ହଜାର 944 ଜଣ ସକ୍ରିୟ ମାମଲା ରହିଛି ।

ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଛି । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା 2 ଲକ୍ଷ 17 ହଜାର 121 ରହିଛି । ସେହିପରି ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ 9 ହଜାର 250ଜଣଙ୍କ ମୃତ୍ୟୁ ହୋଇଥିବାବେଳେ  ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା 3ହଜାର 165କୁ ବୃଦ୍ଧି ହୋଇଥିବାବେଳେ ଗୁଜୁରାଟରେ 1977, ତାମିଲନାଡୁରେ 1ହଜାର636ଜଣଙ୍କର ମୃତ୍ୟୁ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

September 4, 2025

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି

September 4, 2025

ଆସନ୍ତାକାଲି ଗୁରୁ ଦିବସରେ ରାଜଧାନୀରେ ଗର୍ଜନ କରିବେ ଶିକ୍ଷକ ସଂଘ

September 4, 2025

Reliance Jio: ୫୦ କୋଟି ଗ୍ରାହକ ଯୋଡିଲା ରିଲାଏନ୍ସ ଜିଓ, ଘୋଷଣା କଲା ଧମାଧମ୍ ଅଫର

September 4, 2025
Latest News

ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

September 4, 2025

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି

September 4, 2025

ଆସନ୍ତାକାଲି ଗୁରୁ ଦିବସରେ ରାଜଧାନୀରେ ଗର୍ଜନ କରିବେ ଶିକ୍ଷକ ସଂଘ

September 4, 2025

Reliance Jio: ୫୦ କୋଟି ଗ୍ରାହକ ଯୋଡିଲା ରିଲାଏନ୍ସ ଜିଓ, ଘୋଷଣା କଲା ଧମାଧମ୍ ଅଫର

September 4, 2025

ଏଣିକି ସ୍କୁଲ ସହିତ ମିଶିବ ଅଙ୍ଗନବାଡି କେନ୍ଦ୍ର, ଜାରୀ ହେଲା ନିର୍ଦ୍ଦେଶାବଳୀ, ଜାଣନ୍ତୁ କିପରି..

September 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.