Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Tuesday, Jun 24, 2025 | Last Update : 9:53 AM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
,
ଜାତୀୟ ଖବର
ଦେଶରେ ଆଜି ଦିନକରେ 28 ହଜାର 637 ଆକ୍ରାନ୍ତ, 551ମୃତ
Samikhsya Bureau
Published:
Jul 12, 2020, 12:36 pm IST
ନୂଆଦିଲ୍ଲୀ :
କରୋନା ଭାରତରେ ବେଶ୍ ଭୟଙ୍କର ହେଉଛି । ପ୍ରତିଦିନ 27, 28 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ସହ ଅନେକ ମୁଣ୍ଡ ଯାଉଛି । ଦେଶରେ କରୋନା ସ୍ଥିତି ଜଟିଳ ହେଉଛି । ଆଜି ଦିନକରେ ପୁଣି 28 ହଜାର 500ରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 8 ଲକ୍ଷ 50 ହଜାର ନିକଟତର ହେବା ବେଳେ ମୃତ୍ୟୁ ସଂଖ୍ୟା 22 ହଜାର ପାର ହେଲାଣି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 28 ହଜାର 637 ନୂଆ ମାମଲା ସାମନାକୁ ଆସିଥିବାବେଳେ 551 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 8 ଲକ୍ଷ 49 ହଜାର 553 ରେ ପହଂଚିଛି । ସେହିପରି ଭାରତରେ ମୃତ୍ୟୁ ସଂଖ୍ୟା 22 ହଜାର 674 କୁ ବୃଦ୍ଧି ହୋଇଛି । ମୋଟ୍ ସଂକ୍ରମିତ ମଧ୍ୟରୁ 5 ଲକ୍ଷ 34 ହଜାର 621ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 92ହଜାର 258 ସକ୍ରିୟ ଅଛନ୍ତି। (ଏଜେନ୍ସି)
Tags:
coronaoutbreak
,
india
Related posts
ଆଜି କେନ୍ଦ୍ରୀୟ କ୍ଷେତ୍ରୀୟ ପରିଷଦର ୨୫ତମ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
୧୧ ବର୍ଷରେ ଖଣି କ୍ଷେତ୍ରର ସଂସ୍କାରଗୁଡିକ ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ
ଓଡିଶାରେ ଦଳିତଙ୍କୁ ଆକ୍ରମଣ ଘଟଣାରେ ନିଜ ସାମାଜିକ ଗଣମାଧ୍ୟମରେ ରାହୁଲ ଗାନ୍ଧୀ ଲେଖିଲେ..
ସୁରକ୍ଷାକର୍ମୀଙ୍କ ସହ ମତ ବିନିମୟ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ଘରେ ପଇସା ନ ଥିବାରୁ ସେ ଚାଲିଚାଲି ସ୍କୁଲକୁ ଯାଉଥିଲେ, ଏବେ ସେ ୨୭୦୦୦୦୦୦୦୦୦୦ ବ୍ୟବସାୟର ମାଲିକ
ବେଲରୁଗୁଡି ଜଂଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ରେଳବାଇ ସୁରକ୍ଷା କମିଟିର ରାଜ୍ୟ ସ୍ତରୀୟ ବୈଠକ: ଅଧ୍ୟକ୍ଷତା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ
ଆଜି ଜୁନ୍ ୨୪ ତାରିଖ ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତିମାନଙ୍କ ପ୍ରତି ମହାଦେବଙ୍କ ରହିବ ଆଶୀର୍ବାଦ
ଧରାକୋଟର ଦଳିତଙ୍କୁ ଆକ୍ରମଣ ଅଭିଯୋଗକୁ ନେଇ ରାଜ୍ୟ କଂଗ୍ରେସ ଗଠନ କଲା ଅନୁଧ୍ୟାନ କମିଟି
ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ପାଳିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ପ୍ରଶଂସନୀୟ କାର୍ଯ୍ୟ ପାଇଁ ତିନି ଜଣ ରେଳ କର୍ମଚାରୀ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ
‘ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ’ ଏବଂ ‘ଆଶାଓଁ କୀ ଉଡ଼ାନ୍’ ପୁସ୍ତକ ଦ୍ୱିତୀୟ ଭାଗର ପ୍ରଥମ କପି ଗ୍ରହଣ କଲେ ରାଷ୍ଟ୍ରପତି