Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢାଖୋଲ ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଅଭିଯୋଗ ପ୍ରସଙ୍ଗ : ଅଭିଯୋଗକୁ ଖଣ୍ଡନ କଲେ ଡାକ୍ତର
ଆଜିର ଖବର

ରେଢାଖୋଲ ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଅଭିଯୋଗ ପ୍ରସଙ୍ଗ : ଅଭିଯୋଗକୁ ଖଣ୍ଡନ କଲେ ଡାକ୍ତର

July 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଚାରି ଦିନ ଦିନ ତଳେ ରେଢାଖୋଲ ଡାକ୍ତରଖାନାରେ ଏକ ଶିଶୁର ମୃତ୍ୟୁକୁ ନେଇ ଶିଶୁର ପିତା ମାତା ରେଢାଖୋଲ ଥାନାରେ ଓ ଏସ୍‌ଡିଏମ୍‌ଓ ଙ୍କ ଠାରେ ଅଭିଯୋଗ କରିଥିଲେ। ଯାହାକି ଡାକ୍ତର ମହାଶୟ ଏହା ମିଥ୍ୟା ଓ କପୋଳକଳ୍ପିତ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ରେଢାଖୋଲ ବ୍ଲକ୍ ତ୍ରିବଣପୁର ଅଂଚଳର ଜନୈକ ପିତା ମାତା ଙ୍କର ଏକ ସନ୍ତାନ କିଛି ଦିନ ତଳେ ବୁର୍ଲା ମେଡିକାଲରେ ଜନ୍ମ ହୋଇଥିଲା। ଶିଶୁଟିର ଜନ୍ମ ହେବାର ସମୟ ମଧ୍ୟ ହୋଇ ନ ଥିଲା। ହେଲେ ଶିଶୁଟିକୁ ସେମାନେ ଘରକୁ ଧରିଆସିଥିଲେ। ଚାରିଦିନ ଦିନ ତଳେ ଶିଶୁଟି ଅତି ଗୁରୁତର ହେବାରୁ ତାକୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରେଢାଖୋଲ ଡାକ୍ତରଖାନାରେ ପତି ନାମକ ଡାକ୍ତରଙ୍କ ଅବହେଳାରେ ଶିଶୁଟି ମୃତ୍ୟୁ ବରଣ କରିଥିବା ଶିଶୁଟିର ପିତାମାତା ଅଭିଯୋଗ କରିଥିଲେ। ଯାହାକି ଡାକ୍ତର ପତି ଏହା ମିଥ୍ୟା ଓ କପୋଳକଳ୍ପିତ ବୋଲି ପ୍ରକାଶ କରିଛନ୍ତି।

ଶିଶୁର ପିତା ମାତାଙ୍କ ଅଭିଯୋଗ ଯେ, ତାଙ୍କ ଶିଶୁଟିର ଦେହ ଅଧିକ ଖରାପ ହେବାରୁ ସେମାନେ କୁଆଡେ ଡାକ୍ତର ପତିଙ୍କ ଘରକୁ ଯାଇ ତାଙ୍କର ଗୋଡ ହାତ ଧରିବା ସହ ମୁଣ୍ଡିଆ ମାରିଥିଲେ। ଆଉ କେତେବେଳେ ସେମାନେ ୫ ଥର ଡାକ୍ତରଙ୍କ ଘରକୁ ଯାଇଥିଲୁ ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ସେମାନେ ମୋ ପାଖକୁ ଆସି ନାହାନ୍ତି କି ମୁଣ୍ଡିଆ ମାରି ନାହାନ୍ତି। ମୋ ଘରେ ସିସିଟିଭି କ୍ୟାମେରା ଅଛି। ଯଦି ଚାହିଁବେ ଦେଖାଇଦେଇ ପାରିବି ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।ଡାକ୍ତରଙ୍କ ମୋବାଇଲକୁ ସଂଧ୍ୟା ୫ଟା ୫୭ ମିନିଟରେ ଡ୍ୟୁଟିରେ ଥିବା ଜନୈକା ଦିଦି ଫୋନ୍ କରିଥିଲେ। ଡାକ୍ତର ଶିଶୁଟିର ଅବସ୍ଥା ପଚାରି ବୁଝିବା ସହ ତାର ରକ୍ତ ପରୀକ୍ଷା ପାଇଁ କହିଥିଲେ। ସେଇ ସମୟରେ ଶିଶୁଟି ନିଶ୍ଚଳ ମଧ୍ୟ ଥିଲା ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

ଡାକ୍ତର ପତି ପ୍ରକାଶ କରିଛନ୍ତି ଯେ ଶିଶୁଟି ଜନ୍ମ ହେବାର ସମୟ ହୋଇ ନଥିିଲା। ତେଣୁ ତାର ମୃତ୍ୟୁ ହୋଇଯାଇଛି। ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଶିଶୁଟିର ପିତା ମାତା ମୋ ନାମରେ କରିଥିବା ଅଭିଯୋଗ ସଂପୂର୍ଣ ମିଥ୍ୟା ଓ କପୋଳ କଳ୍ପିତ ବୋଲି ପ୍ରକାଶ କରିବା ସହ ଶିଶୁର ପିତା ମାତା କରିଥିବା ଅଭିଯୋଗ ସଂପୂର୍ଣ ମିଥ୍ୟା ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଉଦଘାଟିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ, ଯୋଗଦେଲେ ରାଜ୍ୟପାଳଙ୍କ ସହ ମନ୍ତ୍ରୀ ହରିଚନ୍ଦନ

January 28, 2026

‘ବନ୍ଦେ ମାତରମ୍ କୋଷ୍ଟାଲ୍ ସାଇକ୍ଲୋଥନ୍-୨୦୨୬ “ଆୟୋଜନ କରିବ ସିଆଇଏସଏଫ୍

January 28, 2026

ସର୍ବଭାରତୀୟ ‘ସମୃଦ୍ଧି’ ସମାରୋହ ୨୦୨୫-୨୬ ଉଦଘାଟିତ

January 28, 2026

ଆଜି ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା

January 28, 2026
Latest News

ଉଦଘାଟିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ, ଯୋଗଦେଲେ ରାଜ୍ୟପାଳଙ୍କ ସହ ମନ୍ତ୍ରୀ ହରିଚନ୍ଦନ

January 28, 2026

‘ବନ୍ଦେ ମାତରମ୍ କୋଷ୍ଟାଲ୍ ସାଇକ୍ଲୋଥନ୍-୨୦୨୬ “ଆୟୋଜନ କରିବ ସିଆଇଏସଏଫ୍

January 28, 2026

ସର୍ବଭାରତୀୟ ‘ସମୃଦ୍ଧି’ ସମାରୋହ ୨୦୨୫-୨୬ ଉଦଘାଟିତ

January 28, 2026

ଭାରତ-ୟୁରୋପୀୟ ସଂଘ ଭାଗିଦାରୀ: ବିଶ୍ୱ ଜିଡିପିର ୨୫% ଆଧାରରେ ଏକ ଶକ୍ତିଶାଳୀ ଆର୍ଥିକ ଭାଗିଦାରୀ

January 28, 2026

ଆଜି ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.