Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ନେପାଳ ସୀମାରେ ଫାୟାରିଂ : ତିନି ଆହତ
ଆଜିର ଖବର

ଭାରତ-ନେପାଳ ସୀମାରେ ଫାୟାରିଂ : ତିନି ଆହତ

July 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିହାର : ପୁଣି ଥରେ ନେପାଳ ପୋଲିସ୍‌ର ଦାଦାଗିରି ଦେଖିବାକୁ ମିଳିଛି । ରବିବାର ନେପାଳ ପୋଲିସ୍‌ ବିହାର ସୀମାରେ ଥିବା କିସନଗଞ୍ଜରେ ତିନି ଭାରତୀୟଙ୍କୁ ଉପରକୁ ଗୁଳି ଚଳାଇଛି । ଏଥିରେ ଜଣେ ଭାରତୀୟ ଗୁରୁତର ଆହତ ହୋଇଛନ୍ତି । ଆହତ ତିନି ଭାରତୀୟ ନାଗରିକ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ କାହିଁକି କେଉଁ ପରିସ୍ଥିତିରେ ଫାୟାରିଂ ହୋଇଛି ତାହାର ତଦନ୍ତ ଚାଲିଚି  । ନିକଟରେ ଭାରତର କଳାପାଣି, ଲିପୁଲେଖ ଏବଂ ଉତ୍ତରାଖଣ୍ଡର ଲିମ୍ପିୟାଧୁରାକୁ ନେଇ ନେପାଳ ସହିତ ସୀମା ବିବାଦ ଜାରି ରହିଛି । ଗତ ମାସରେ ମଧ୍ୟ ନେପାଳ ସୀମାରେ ଥିବା ବିହାରର ସୀତାମରହିରେ ନେପାଳ ପୁଲିସ୍‌ ଗୁଳି ଚଳାଇଥିଲା । ଏଥିରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଆହତ ହୋଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କଲେ ‘ଭିକାରୀ’ ହୋଇଯିବ ପାକିସ୍ତାନ?: ଜାଣନ୍ତୁ ସମୀକରଣ

January 28, 2026

‘ହୃଦୟସ୍ପର୍ଶୀ’!: ‘ବର୍ଡର ୨’ ଦେଖିବା ପରେ କହିଲେ ହ୍ରିତିକ୍ ରୋଶନ

January 28, 2026

ପୁଅ ବାହାଘର ଭୋଜି ପୁର୍ବରୁ ଗାଡ଼ି ଧକ୍କାରେ ପିତାଙ୍କର ମୃତ୍ୟୁ

January 28, 2026

ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍-୨୦୨୬: ଓଡିଶା ମଧ୍ୟ ଦେଇ ଯାତ୍ରା କରିବ ସାଇକ୍ଲୋଥନ୍

January 28, 2026
Latest News

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କଲେ ‘ଭିକାରୀ’ ହୋଇଯିବ ପାକିସ୍ତାନ?: ଜାଣନ୍ତୁ ସମୀକରଣ

January 28, 2026

‘ହୃଦୟସ୍ପର୍ଶୀ’!: ‘ବର୍ଡର ୨’ ଦେଖିବା ପରେ କହିଲେ ହ୍ରିତିକ୍ ରୋଶନ

January 28, 2026

ପୁଅ ବାହାଘର ଭୋଜି ପୁର୍ବରୁ ଗାଡ଼ି ଧକ୍କାରେ ପିତାଙ୍କର ମୃତ୍ୟୁ

January 28, 2026

ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍-୨୦୨୬: ଓଡିଶା ମଧ୍ୟ ଦେଇ ଯାତ୍ରା କରିବ ସାଇକ୍ଲୋଥନ୍

January 28, 2026

ମହାରାଷ୍ଟ୍ରରେ ବିମାନ ଦୁର୍ଘଟଣା: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ମୃତ

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.