Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଛ ପାଇଁ ବଦଳିଲା ହାଇଓ୍ବେ ରୋଡ୍‌ର ନକ୍ସା
ଆଜିର ଖବର

ଗଛ ପାଇଁ ବଦଳିଲା ହାଇଓ୍ବେ ରୋଡ୍‌ର ନକ୍ସା

July 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଭୋସେ ଗ୍ରାମରେ 400 ବର୍ଷ ତଳର ପୁରୁଣା ଏକ ବରଗଛ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି । ଗଛ ପାଇଁ ଏବେ ଜାତୀୟ ରାଜପଥର ନକ୍ସାକୁ ପରିବର୍ତ୍ତନ କରାଯାଇଛି ।

ନିର୍ମାଣଧୀନ ହାଇଓ୍ବେ ସର୍ଭିସ୍‌ ରୋଡ୍‌ ଏହି ବରଗଛ ନିକଟରେ ଯାଉଥିବାବେଳେ ଏହି ଗଛକୁ କାଟି ରାସ୍ତା ନିର୍ମାଣ କରାଯାଉଥିଲା। କିନ୍ତୁ ପରିବେଶବିତ୍‌ କାର୍ଯ୍ୟକର୍ତ୍ତା ଏହାର ବିରୋଧ କରିଥିଲେ । ବିରୋଧ ଦେଖି ରାଜ୍ୟର ପର୍ଯ୍ୟାବରଣ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କୁ ଅବଗତ କରାଯାଇଥିଲା । ଆଦିତ୍ୟ ଏନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତ୍‌ନୀ ଗଡ୍‌କରୀଙ୍କୁ ଏହି ସମ୍ପର୍କରେ ଅବଗତ କରାଇଥିଲେ । ଗଡ୍‌କରୀ ଏହି ଗଛକୁ ବଞ୍ଚାଇବା ପାଇଁ ହାଇଓ୍ବେର ନକ୍‌ସାକୁ ବଦଳାଇ ଏହି ପ୍ରୋଜେକ୍ଟକୁ ଆଦେଶ ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ ସାଙ୍ଗଲୀ ଜିଲ୍ଲାର ଭୋସେ ଗ୍ରାମ ଦେଇ ଯାଉଥିବାବେଳେ  ରତ୍ନଗିରି-ନାଗପୁର ହାଇଓ୍ବେର 166 ନମ୍ବର ରାଜପଥ ପ୍ରଶସ୍ତିକରଣ ହେଉଥିବାବେଳେ ଏହି ରାସ୍ତା ନିର୍ମାଣ ମଧ୍ୟରେ 400 ବର୍ଷର ପୁରୁଣା ଗଛ ରହିଥିଲା । ଏହି ବୃକ୍ଷକୁ ବଞ୍ଚାଇବା ପାଇଁ ପରିବେଶବିତ୍‌ଙ୍କ ବିରୋଧ ପରେ ଆଦିତ୍ୟ ଠାକ୍‌ରେ ଏନେଇ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଫଳରେ ଏତେ ଶହ ବର୍ଷ ପୁରୁଣା ଗଛକୁ ବଞ୍ଚାଇବା ପାଇଁ ହାଇଓ୍ବେର ନକ୍ସାକୁ ବଦଳାଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026

ମାତ୍ର ୩୫ ବର୍ଷ ବୟସରେ ନେପାଳର ପ୍ରଧାନମନ୍ତ୍ରୀ ହେଲେ ବାଲେନ୍ ଶାହ: ଜାଣନ୍ତୁ ସେ କିଏ?

March 27, 2026
Latest News

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026

ମାତ୍ର ୩୫ ବର୍ଷ ବୟସରେ ନେପାଳର ପ୍ରଧାନମନ୍ତ୍ରୀ ହେଲେ ବାଲେନ୍ ଶାହ: ଜାଣନ୍ତୁ ସେ କିଏ?

March 27, 2026

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.