ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ : 25 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, 140 ମୃତ, ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି

Published: Jul 26, 2020, 12:08 pm IST

ଭୁବନେଶ୍ବର : ରାଜ୍ୟରୁ ଆଜି ପୁଣି 10 ଜଣଙ୍କ ମୁଣ୍ଡ ଯାଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 140ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 25 ହଜାର ଡେଇଁଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ, ପୁରୀ ଆଦି ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେହିପରି ଆଜି ରାଜ୍ୟର ସମସ୍ତ 30ଟି ଜିଲ୍ଲାରୁ 1376 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଗଞ୍ଜାମ ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 8678 5404 3189 79 6
ଖୋର୍ଦ୍ଧା 3037 1443 1569 17 8
କଟକ 1689 1121 556 9 3
ଯାଜପୁର 1096 923 171 1 1
ସୁନ୍ଦରଗଡ 1053 741 304 5 3
ଗଜପତି 983 613 361 9 0
ବାଲେଶ୍ବର 837 639 194 2 2
ପୁରୀ 677 350 323 2 2
ଜଗତସିଂହପୁର 631 449 180 2 0
କେଉଁଝର 610 384 225 0 1
ମୟୂରଭଞ୍ଜ 553 398 153 0 2
ରାୟଗଡା 532 200 328 4 0
ଭଦ୍ରକ 521 350 166 2 3
ନୟାଗଡ 488 294 192 1 1
କୋରାପୁଟ 451 162 289 0 0
କେନ୍ଦ୍ରାପଡା 418 336 79 2 1
ମାଲକାନଗିରି 396 241 155 0 0
କନ୍ଧମାଳ 365 213 151 1 0
ବରଗଡ 352 248 103 1 0
ବଲାଙ୍ଗିର 332 271 61 0 0
ଝାରସୁଗୁଡା 279 211 67 1 0
ସମ୍ବଲପୁର 264 135 129 0 0
ଅନୁଗୁଳ 258 179 77 2 0
ନବରଙ୍ଗପୁର 204 150 53 0 1
ଢେଙ୍କାନାଳ 167 109 58 0 0
ବୌଦ୍ଧ 131 63 68 0 0
କଳାହାଣ୍ଡି 122 82 40 0 0
ନୂଆପଡା 110 100 10 0 0
ଦେବଗଡ 81 66 15 0 0
ସାେନପୁର 74 54 20 0 0

Related posts