Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିବେଶ ପ୍ରେମୀଙ୍କ ବିରୋଧ ଯୋଗୁଁ ରକ୍ଷା ପାଇଲା ଶତାୟୁ ବର ବୃକ୍ଷ
ଆଜିର ଖବର

ପରିବେଶ ପ୍ରେମୀଙ୍କ ବିରୋଧ ଯୋଗୁଁ ରକ୍ଷା ପାଇଲା ଶତାୟୁ ବର ବୃକ୍ଷ

July 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର : “ବୃକ୍ଷ ବିହୁନେ ମାଟି କ୍ଷୟ ବନ୍ୟା ମରୁଡି ବିପର୍ଯ୍ୟାୟ” ଏଭଳି ସ୍ଲୋଗାନରେ ସିମୀତ ହୋଇ ରହୁଛି ବୃକ୍ଷ ସୁରକ୍ଷା ଅଭିଯାନ । ପ୍ରତି ବର୍ଷ ସରକାରୀ ଓ ବେସରକାରୀ ଅନୁଷ୍ଟାନ ତରଫରୁ ଲକ୍ଷ ଲକ୍ଷ ଚାରା ରୋପଣ କରାଯାଉଛି ଅନ୍ୟ ପଟେ ଉନ୍ନତିକରଣ ନାମରେ ଶହ ଶହ ବୃକ୍ଷ ଛେଦନ ହେଉଛି ।ଏଭଳି ଅଭାବନୀୟ ଘଟଣା ବ୍ରହ୍ମପୁର ସହରରେ ନିତି ଦିନିଆ ।

ରାସ୍ତା ସମ୍ପ୍ରସାରଣ ନାମରେ ଶହଶହ ବୃକ୍ଷ ବଳି ପଡୁଛି ଯାହାକି ପରିବେଶ ଉପରେ କୁ ପ୍ରଭାବ ପଡୁଛି ।ବ୍ରହ୍ମପୁର ହରିଡାଖଣ୍ଡି ଠାରୁ ଅନ୍ଧପସରା ରାସ୍ତା ସମ୍ପ୍ରସାରଣ ହେଉଅଛି ଶହ ଶହ ବୃକ୍ଷ କଟା ଯାଇକି , ସେଥିମଧ୍ୟରେ ବହୁତ ଶତାୟୁ ବର ଗଛ ମଧ୍ୟ ବଳି ପଡିଛି । କିଛି ଦିନ ତଳେ ହରିଡାଖଣ୍ଡି ଷ୍ଚେଟ୍ ବ୍ୟାଙ୍କ ପାଶ୍ବରେ ଥିବା ଶତାୟୁ ବର ଗଛ ଉପରେ ଲୋଲୁପ ଦୃଷ୍ଚି ପଡିଥିଲା ବିଦ୍ୟୁତ ବିଭାଗର ସେଠାରେ ଥିବା ବୃକ୍ଷ ହାଣି ଟ୍ରାନ୍ସଫରମର ବସାଇବା ଯୋଜନା ଆରମ୍ଭ କରିଥିଲେ , ଏହାକୁ ବ୍ରହ୍ମପୁର ସବୁଜ ବାହିନୀ,ପରିବେଶବିତ୍ ସମେତ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । କିଛି ଦିନ ନିରବ ରହିବା ପରେ ରାତାରାତି ବେଆଇନ ଭାବେ ଗଛ ହାଣିବାରେ ଲାଗିଲେ,ଏହା ବିରୋଧରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ।

ଏହାର ତଦନ୍ତ ନିର୍ଦ୍ଦେଶ ରେଞ୍ଜରକୁ ଦିଆଯାଇଥିଲା । ବ୍ରହ୍ମପୁର ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ,ଆଇନ ପରାମର୍ଶଦାତା ଓ ଭେଦିକ୍ କ୍ଲବର ସଦସ୍ୟ ସତିଶ୍ ପାଣିଗ୍ରାହୀ,ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର,ବିଦ୍ୟୁତ ବିଭାଗ,ପୁର୍ତ୍ତ ବିଭାଗ ,ରାଜସ୍ବ ବିଭାଗ,ଓଡିଶା ବନ ଉନ୍ନୟନ ନିଗମ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା ।

ଉକ୍ତ କମିଟି ଅନୁଧ୍ୟାନ କରି ଟ୍ରାନ୍ସଫରମର ପୂର୍ବ ନିର୍ଦ୍ଧାରିତ ସ୍ଥାନରୁ ବାର ଫୁଟ ଦୁରରେ ସ୍ଥାପନ ପାଇଁ ନିଷ୍ପତି ନିଆଯାଇଛି ଯାହାକି ପରିବେଶପ୍ରେମୀ ମାନଙ୍କ ଏକ ବଡ ବିଜୟ ହାସଲ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଇନସ୍ପାଏରିଂ ଇନୋଭେଟର୍ସ’ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ନେଟଫ୍ଲିକ୍ସ ସହିତ ଭାରତ ସରକାରଙ୍କ ସହଭାଗିତା

January 14, 2026

ଶ୍ରୀବଳଦେବଜୀଉ ମନ୍ଦିରର ମକର ସଂକ୍ରାନ୍ତି: ଭିନ୍ନ ଏକ ପରଂପରା, ଭିନ୍ନ ରୀତିନିତି

January 14, 2026

ନିଜ ଜୀବନ ତ୍ୟାଗ ପାଇଁ ମକର ସଂକ୍ରାନ୍ତି ଦିନକୁ କାହିଁକି ବାଛିଥିଲେ ଭୀଷ୍ମ ପିତାମହ, ଜାଣନ୍ତୁ

January 14, 2026

ଆଜି ମକର ସଂକ୍ରାନ୍ତି: ଏହି ଦିନକୁ କାହିଁକି ପବିତ୍ର ଦିନ ବୋଲି ଧରାଯାଏ? ଜାଣନ୍ତୁ କାରଣ

January 14, 2026
Latest News

‘ଇନସ୍ପାଏରିଂ ଇନୋଭେଟର୍ସ’ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ନେଟଫ୍ଲିକ୍ସ ସହିତ ଭାରତ ସରକାରଙ୍କ ସହଭାଗିତା

January 14, 2026

ଶ୍ରୀବଳଦେବଜୀଉ ମନ୍ଦିରର ମକର ସଂକ୍ରାନ୍ତି: ଭିନ୍ନ ଏକ ପରଂପରା, ଭିନ୍ନ ରୀତିନିତି

January 14, 2026

ଆଜିଠାରୁ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ

January 14, 2026

ନିଜ ଜୀବନ ତ୍ୟାଗ ପାଇଁ ମକର ସଂକ୍ରାନ୍ତି ଦିନକୁ କାହିଁକି ବାଛିଥିଲେ ଭୀଷ୍ମ ପିତାମହ, ଜାଣନ୍ତୁ

January 14, 2026

Makar Sankranti: ଆଜି ରାଜଧାନୀରେ ଜମିବ ମକର ମାହୋଲ, ଶିଶିର ସରସ ମେଳାରେ ଉଡିବ ଗୁଡ଼ି 

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.