Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରଦ୍ଧା କପୁରଙ୍କୁ ଆଉଟ୍‌ କଲେ ପରିଣୀତି ଚୋପ୍ରା
ଆଜିର ଖବର

ଶ୍ରଦ୍ଧା କପୁରଙ୍କୁ ଆଉଟ୍‌ କଲେ ପରିଣୀତି ଚୋପ୍ରା

March 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
parineeti kapoor replaces shraddha kapoor in saina nehwal biopic
parineeti kapoor replaces shraddha kapoor in saina nehwal biopic

ସାଇନା ନେହଓ୍ବାଲ୍‌ଙ୍କ ବାୟୋପିକ୍‌ରେ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ ଅଭିନୟ କରିବେ ବୋଲି ସୂଚନା ରହିଥିଲା। ଏପରିକି ସେ ଏହି ଫିଲ୍ମ ପାଇଁ ବ୍ୟାଡ୍‌ମିଣ୍ଟନ ଟ୍ରେନିଂ ନେବା ସହିତ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ଜାରି ହୋଇଥିଲା। କିନ୍ତୁ ମିଳିଥିବା ସୂଚନା ଅନୁସାରେ ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ବଦଳରେ ପରିଣିତୀ ଚୋପ୍ରାଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ପ୍ରଯୋଜକ ଭୂଷଣ କୁମାର କହିଛନ୍ତି ଯେ, ଏହି ଫିଲ୍ମକୁ ସେ ବହୁତ୍‌ ଜଲ୍‌ଦି ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଶ୍ରଦ୍ଧାଙ୍କ ଡେଟ୍‌ ପ୍ରୋବ୍ଲେମ୍‌ ଯୋଗୁଁ ଫିଲ୍ମର ଶୁଟିଂରେ ବହୁତ ଡେରି ହେଉଛି। ଶ୍ରଦ୍ଧା ଏବେ ସୁଶାନ୍ତଙ୍କ ସହ ଛିଛୋର ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି ଏହା ପରେ ସେ ରେମୋ ଡିସୁଜାଙ୍କ ’ଷ୍ଟ୍ରିଟ୍‌ ଡ୍ୟାନ୍ସର’ ପାଇଁ ଶୁଟିଂ କରିବେ। ଏବଂ ‘ସାହୋ’ ପାଇଁ ମଧ୍ୟ ଶ୍ରଦ୍ଧା ଖୁବ୍‌ ବ୍ୟସ୍ତ ରହୁଛନ୍ତି।  ପୂର୍ବରୁ ଶ୍ରଦ୍ଧାଙ୍କ ପାଇଁ ନିର୍ଦ୍ଦେଶକ ଅମୋଲ୍‌ ଗୁପ୍ତେ ମଧ୍ୟ ଟିକେ ନାରାଜ ରହିଥିଲ। ତେବେ ଶ୍ରଦ୍ଧାଙ୍କ ବଦଳରେ ପରିଣୀତିକୁ ଏବେ ଏହି ଫିଲ୍ମରେ ଜଡିତ ହୋଇଥିବାର ପ୍ରଯୋଜକ ବେଶ୍‌ ଖୁସି ଅଛନ୍ତି। ସେ ଏହି ଫିଲ୍ମକୁ ୨୦୨୦ରେ ରିଲିଜ୍‌ କରାଇବାକୁ ଚାହାଁନ୍ତି। ଏଥିପାଇଁ ପରିଣୀତି ମଧ୍ୟ ଟ୍ରେନିଂ ନେବା ଆରମ୍ଭ କଲେଣି ବୋଲି ଶୁଣିବାକୁ ମିଳୁଛି।

shraddha thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୋଲିସ ନିଯୁକ୍ତି ପାଇଁ ବୟସ ସୀମାରେ ତିନି ବର୍ଷର ଛାଡ଼ ଘୋଷଣା

January 5, 2026

ସୋମନାଥଙ୍କର ୧୦୦୦ ବର୍ଷର ସହନଶୀଳତାକୁ ପ୍ରଣାମ ଜଣାଇଲେ ପ୍ରଧାନମନ୍ତ୍ରୀ

January 5, 2026

ମୁଖ୍ୟମନ୍ତ୍ରୀଙ୍କ ବାଣପୁର ଗସ୍ତ ପାଇଁ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

January 5, 2026

ମା’ଭଗବତୀଙ୍କ ମନ୍ଦିରରେ “ନବାନ୍ନ” ଲାଗି: ନୂଆ ଧାନ ବିରିରୁ ପ୍ରସ୍ତୁତ ହେଲା ସମସ୍ତ ନୈବେଦ୍ୟ

January 5, 2026
Latest News

ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୋଲିସ ନିଯୁକ୍ତି ପାଇଁ ବୟସ ସୀମାରେ ତିନି ବର୍ଷର ଛାଡ଼ ଘୋଷଣା

January 5, 2026

ସୋମନାଥଙ୍କର ୧୦୦୦ ବର୍ଷର ସହନଶୀଳତାକୁ ପ୍ରଣାମ ଜଣାଇଲେ ପ୍ରଧାନମନ୍ତ୍ରୀ

January 5, 2026

ମୁଖ୍ୟମନ୍ତ୍ରୀଙ୍କ ବାଣପୁର ଗସ୍ତ ପାଇଁ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

January 5, 2026

ମା’ଭଗବତୀଙ୍କ ମନ୍ଦିରରେ “ନବାନ୍ନ” ଲାଗି: ନୂଆ ଧାନ ବିରିରୁ ପ୍ରସ୍ତୁତ ହେଲା ସମସ୍ତ ନୈବେଦ୍ୟ

January 5, 2026

SIR ସମ୍ପର୍କରେ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ଶୁଭେନ୍ଦୁ ଅଧିକାରୀ: ମମତା ବାନାର୍ଜୀଙ୍କୁ କଲେ ଟାର୍ଗେଟ

January 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.