Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ଆଜି 137 ପଜିଟିଭ୍‌, ଜାଣନ୍ତୁ କେଉଁଠି ଅଛନ୍ତି କେତେ
ଆଜିର ଖବର

ଭୁବନେଶ୍ବରରେ ଆଜି 137 ପଜିଟିଭ୍‌, ଜାଣନ୍ତୁ କେଉଁଠି ଅଛନ୍ତି କେତେ

July 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 137 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି 137 ପଜିଟିଭଙ୍କ ମଧ୍ୟରୁ 98 ଜଣ କ୍ବାରେଣ୍ଟାଇନ୍‌ ଥିବାବେଳେ 39 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ ବୋଲି ସୂଚନା ଦେଇଛି ବିଏମସି ।

କ୍ବାରେଣ୍ଟାଇନ୍‌ରେ ଥିବା 98ଜଣଙ୍କ ମଧ୍ୟରେ  ୟୁନିଟ୍‌ -1 ବସ୍ତି ଅଞ୍ଚଳରୁ 11ଜଣ ଚିହ୍ନଟ ହୋଇଥିବାେବଳେ ସତ୍ୟ ନଗରରରୁ 7ଜଣ ରହିଛନ୍ତି । ସେହିପରି ଏକ ଘରୋଇ ହସ୍ପିଟାଲରୁ 6ଜଣ କର୍ମଚାରୀ ରହିଛନ୍ତି ।  କଳ୍ପନା ଛକରୁ 5 ଜଣ ରହିଥିବାବେଳେ ଜୟଦୁର୍ଗା ନଗରରୁ 5ଟି କେସ୍‌ ରହିଛି । ଶହୀଦ ନଗରରୁ 4 ଜଣ, ବାୟାବାବା ବସ୍ତିରୁ ଦୁଇଜଣ, ୟୁନିଟ୍‌ -9, ଭୋଇନଗରରୁ 2 ଜଣ ରହିଛନ୍ତି ।

Image

ସେହିପରି ଆଜି ଚିହ୍ନଟ 39 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ଲକ୍ଷ୍ମୀବିହାରରୁ 2 ଜଣ, ବଡଗଡରୁ 2ଜଣ, ଆଇଆରସି ଭିଲେଜରୁ 2 ଜଣ, ଶାସ୍ତ୍ରୀନଗରରୁ 4 ଜଣ,  ଭୋଇନଗରରୁ ଜଣେ, ଲକ୍ଷ୍ମୀସାଗରୁର ଜଣେ, ଶାସ୍ତ୍ରୀନଗରରୁ ଜଣେ, ଓଲ୍ଡ ଟାଉନ୍‌ରୁ ଜଣେ, ରସୁଲଗଡରୁ ଜଣେ, କଳିଙ୍ଗନଗରରୁ 3 ଜଣ, ବିଶେଶ୍ବର ବିସ୍ତରୁ ଜଣେ, ସାଲିଆ ସାହି ବସ୍ତିରୁ ଜଣେ, ଭିଏସଏସ୍‌ ନଗରରୁ ଜଣେ, ଚିନ୍ତାମଣିଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି । ରିଜର୍ଭ ପୋଲିସ୍‌ କଲୋନୀରୁ ଜଣେ, ବରମୁଣ୍ଡାରୁ ଜଣେ, ନୟାପଲ୍ଲୀରୁ ଜଣେ ଲେଖାଏଁ ରହିଛନ୍ତି ।

Image

ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 75 ଜଣ ସୁସ୍ଥ ହୋଇଥିବାର ବିଏମ୍‌ସି ସୂଚନା ଦେଇଛି । ଆଜି ନୂତନ 137 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍‌ସଂକ୍ରମିତଙ୍କ ସଂଖ୍ୟା 2ହଜାର 502କୁ ବୃଦ୍ଧି ହୋଇଛି । ସେହିପରି ସୁସ୍ଥ ହୋଇଛନ୍ତି 1ହଜାର 216 ଜଣ । 13 ଜଣ ମୃତ୍ୟୁବରଣ କରିଥିବାେବଳେ 1ହଜାର 271 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Image

Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡ଼ା ଉପନିର୍ବାଚନ: ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

October 13, 2025

କୋଲଡ୍ରିଫ୍ କଫ୍ ସିରପ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ଚେନ୍ନାଇର ୭ଟି ସ୍ଥାନରେ ଚଢାଉ

October 13, 2025

ଲଗାତାର ଦୁଇଟି ପରାଜୟ ସତ୍ତ୍ୱେ ସେମିଫାଇନାଲରେ ପହଞ୍ଚିପାରିବ କି ଭାରତ? ଜାଣନ୍ତୁ ସମୀକରଣ

October 13, 2025

ବିଜେପିକୁ ଲାଗିପାରେ ବଡ଼ ଝଟକା, ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ ମୋଦି ସରକାରଙ୍କ ଏହି ମନ୍ତ୍ରୀ 

October 13, 2025
Latest News

ନୂଆପଡ଼ା ଉପନିର୍ବାଚନ: ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

October 13, 2025

ଭାରତ ଗସ୍ତରେ ଆସିଲେ କାନଡା ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ, ଜାଣନ୍ତୁ କାରଣ

October 13, 2025

କୋଲଡ୍ରିଫ୍ କଫ୍ ସିରପ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ଚେନ୍ନାଇର ୭ଟି ସ୍ଥାନରେ ଚଢାଉ

October 13, 2025

କୁଡ଼ିଆରୁ ଏସ୍‍ଏଚ୍‍ଜି ଯାଏଁ: ଗୋଆର ଅର୍ଥନୀତିକୁ ସୁଦୃଢ଼ କରୁଛି ଜିଏସଟି ସଂସ୍କାର

October 13, 2025

ଲଗାତାର ଦୁଇଟି ପରାଜୟ ସତ୍ତ୍ୱେ ସେମିଫାଇନାଲରେ ପହଞ୍ଚିପାରିବ କି ଭାରତ? ଜାଣନ୍ତୁ ସମୀକରଣ

October 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.