Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଲିଆଙ୍କ ଜନ୍ମଦିନରେ କରନ୍‌ଙ୍କ ଉପହାର : ‘କଲଙ୍କ୍‌’ର ଏକ ନୂଆ ପୋଷ୍ଟର କଲେ ରିଲିଜ୍‌
ଆଜିର ଖବର

ଆଲିଆଙ୍କ ଜନ୍ମଦିନରେ କରନ୍‌ଙ୍କ ଉପହାର : ‘କଲଙ୍କ୍‌’ର ଏକ ନୂଆ ପୋଷ୍ଟର କଲେ ରିଲିଜ୍‌

March 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
kalank's gergeous poster is alia's birthday gift by karan johar
kalank's gergeous poster is alia's birthday gift by karan johar

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ୨୬ତମ ଜନ୍ମଦିନ ଅବସରରେ ଚଳଚ୍ଚିତ୍ର ନିର୍ମାତା କରନ୍‌ ଜୋହର୍‌ ତାଙ୍କୁ ଜନ୍ମଦିନର ଉପହାର ସ୍ବରୂପ ‘କଲଙ୍କ୍‌’ ଫିଲ୍ମର ଏକ ପୋଷ୍ଟର ରିଲିଜ୍‌ କରିଛନ୍ତି । ଏହି ପୋଷ୍ଟରରେ କେବଳ ଆଲିଆଙ୍କୁ ଦେଖିବାକୁ ମିଳିଛି। ସେ ଏହି ପୋଷ୍ଟରକୁ ସେୟାର କରି କରନ୍‌ ଲେଖିଛନ୍ତି ଯେ, – ‘ସାହସକୁ ଏଭଳି ସୁନ୍ଦର ରୂପେ କେବେ ଦେଖିନାହିଁ। କଲଙ୍କର ‘ରୂପ’ ସହ ପରିଚିତ ହୁଅନ୍ତୁ।’ ପୂର୍ବରୁ ଏହି ଚଳଚ୍ଚିତ୍ରର ଆଲିଆ ଭଟ୍ଟ, ବରୁଣ ଧାଓ୍ବନ, ଆଦିତ୍ୟରାୟ କପୁର୍‌, ମାଧୁରୀ ଦୀକ୍ଷିତ୍‌, ସୋନାକ୍ଷୀ ସିହ୍ନା ଓ ସଞ୍ଜୟଦତ୍ତଙ୍କ ପୋଷ୍ଟର ରିଲିଜ୍‌ କରାଯାଇଥିବାବେଳେ ଏହାର ଟିଜର୍‌ ମଧ୍ୟ ରିଲିଜ୍‌ ହୋଇସାରିଛି। ଏହି ଟିଜର୍‌କୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି । ‘କଲଙ୍କ୍‌’ ଏପ୍ରିଲ୍‌ ୧୭ରେ ପରଦାକୁ ଆସିବ ବୋଲି ଜଣାପଡିଛି।

kalank thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026
Latest News

ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ହେବ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା, ପୂର୍ତ୍ତମନ୍ତ୍ରୀ

March 21, 2026

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.