ଶସ୍ତା ହେଲା ଡିଜେଲ୍‌

Published: Jul 30, 2020, 1:50 pm IST

ନୂଆଦିଲ୍ଲୀ : ଦିଲ୍ଲୀରେ ଶସ୍ତା ହୋଇଛି ଡିଜେଲ୍‌ । ଦିଲ୍ଲୀସରକାର ଡିଜେଲ୍‌ ଉପରୁ ମୋଟା ଅଙ୍କର ଭାଟ୍‌ କାଟିଛନ୍ତି । ଡିଜେଲ୍‌ ଉପରୁ ଭାଟ୍‌ 30 ପ୍ରତିଶତରୁ 16.75ପ୍ରତିଶତ ହ୍ରାସ କରାଯାଇଛି । ଭାଟ୍‌ କମିବା ପରେ ଡିଜେଲ ଲିଟର ପିଛା 8ଟଙ୍କା 36 ପଇସା କମିଛି । ଦିଲ୍ଲୀରେ ଏବେ ଡିଜେଲ୍‌ ଦର 73ଟଙ୍କା 64 ପଇସା ହୋଇଛି । ଡିଜେଲ୍‌ ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।

Related posts