Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକସଭା ନିର୍ବାଚନ ବିଗୁଲ ଫୁଙ୍କିଲେ ମୋଦୀ, ଆରମ୍ଭ ହେଲା “ମୁଁ ବି ଚୌକିଦାର” ଅଭିଯାନ
ଆଜିର ଖବର

ଲୋକସଭା ନିର୍ବାଚନ ବିଗୁଲ ଫୁଙ୍କିଲେ ମୋଦୀ, ଆରମ୍ଭ ହେଲା “ମୁଁ ବି ଚୌକିଦାର” ଅଭିଯାନ

March 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
'Main Bhi Chowkidar' Modi pitches for self-campaign through video clip
'Main Bhi Chowkidar' Modi pitches for self-campaign through video clip

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ନିର୍ବାଚନକୁ ନେଇ ବିଗୁଲ୍‌ ବଜାଇଛନ୍ତି। ଏହି ଅବସରରେ ସେ ‘ମୁଁ ବି ଚୌକିଦାର ଅଭିଯାନ’ ଆରମ୍ଭ କରିଛନ୍ତି। ମୋଦୀ ଏକ ଭିଡିଓ ଟ୍ୱିଟ କରିଛନ୍ତି। ଏହି ଭିଡ଼ିଓରେ ଚୌକିଦାର ଅଭିଯାନ ସହ ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ଅଭିଯାନ ଆରମ୍ଭ କରିବ ବୋଲି କହିଛନ୍ତି। ଏହି ଭିଡ଼ିଓରେ ଆପଣଙ୍କର ଚୌକିଦାର ଦୃଢ ଭାବରେ ରାଷ୍ଟ୍ର ସେବା କରିବ। ଭ୍ରଷ୍ଟାଚାର, ମଇଳା, ସାମାଜିକ ବ୍ୟାଧି ବିରୁଧରେ ଲଢୁଥିବା ପ୍ରତି ବ୍ୟକ୍ତି ଜଣେ ଜଣେ ଚୌକିଦାର। ଭାରତର ପ୍ରଗତି ପାଇଁ ନିଷ୍ଠାପର ଭାବରେ କାମ କରୁଥିବା ପ୍ରତି ବ୍ୟକ୍ତି ଚୌକିଦାର। ଆଜି ପ୍ରତି ଭାରତୀୟ ମୁଁ ଜଣେ ଚୌକିଦାର ବୋଲି ମୋଦୀ ଟ୍ୱିଟ କରି କହିଛନ୍ତି।  ଏହି ଅଭିଯାନ ମାଧ୍ୟମରେ ମୋଦୀ ମାର୍ଚ୍ଚ ୩୧ରେ ଦେଶବାସୀଙ୍କ ସହ ବାର୍ତ୍ତାଳାପ କରିବେ। କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପ ବିଷୟରେ ମଧ୍ୟ ଏହି ଭିଡିଓରେ କୁହାଯାଇଛି। ଏହି ଭିଡ଼ିଓରେ ଗୋଟେ ହିନ୍ଦୀ ଗୀତ ମଧ୍ୟ ରହିଛି, ଯେଉଁଥିରେ କୁହାଯାଇଛି – ‘ ଓ୍ବ ମୁଝେ କ୍ୟା ବେହେକା ଏଙ୍ଗେ’ (ସେ ମୋତେ କ’ଣ ଭୁଲେଇବେ)। ଏହି ବିଷୟରେ ଏକ ପଂକ୍ତି ରହିଛି –ଝୁଟ୍‌ କେ କପାଲ୍‌ ମେଁ ସତ କା ପ୍ରହାର ହୁଁ । ‘ ଆମର ସତ୍ୟ ସର୍ବଦା ମିଛ ବିରୋଧରେ ଜିତିଥାଏ ।’ ଫ୍ରାନ୍ସ ସହ ରାଫେଲ୍‌ ଚୁକ୍ତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ସର୍ବଦା ମୋଦିଜୀଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’ ନାରା ଲଗାଇଛନ୍ତି।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026
Latest News

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.