Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ 89, ସୁସ୍ଥ ହେଲେ 107
ଆଜିର ଖବର

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ 89, ସୁସ୍ଥ ହେଲେ 107

August 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 89 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ 89 ଜଣ ସଂକ୍ରମିତଙ୍କ ମଧ୍ୟରୁ 65ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ସ୍ଥଳେ  24 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଥିବାର ସୂଚନା ଦେଇଛି ବିଏମ୍‌ସି ।

Image

ଆଜି ଚିହ୍ନଟ ହୋଇଥିବା କ୍ବାରେଣ୍ଟାଇନ୍‌ରୁ 65 ଜଣ ମଧ୍ୟରେ ଗୌତମ ନମର ବସ୍ତିରୁ 5 ଜଣ ଥିବାବେଳେ ରିଜର୍ଭ ପୋଲିସ୍‌ କଲୋନୀରୁ ଅଛନ୍ତି 7 ଜଣ । ସେହିପରି ଆଇଗିଣିଆରୁ ଅଛନ୍ତି 17ଜଣ ପଜିଟିଭ୍‌ ।

ସେହିପରି ଲୋକାଲ୍‌ 24 କେସ୍‌ ମଧ୍ୟରୁ ପୋଖରୀପୁଟରୁ 34 ବର୍ଷୀୟ ପୁରୁଷ ଥିବାବେଳେ ଗଙ୍ଗନଗରରୁ ଦୁଇଜଣ, ଡୁମୁଡୁମା ଫେଜ୍‌ 2ରୁ ଜଣେ 26 ବର୍ଷୀୟା ମହିଳା ରହିଛନ୍ତି । ରାମେଶ୍ବର ପାଟଣାରୁ ଜଣେ 48 ବର୍ଷୀୟ ପୁରୁଷ ଥିବାବେଳେ  ବରଗଡ ବ୍ରିଟ୍‌ କଲୋନୀରୁ 72 ବର୍ଷୀୟ ବ୍ୟକ୍ତି ରହିଛନ୍ତି ।  ବିଜେବି ନଗରରୁ 2 ଜଣ ରହିଥିବାବେଳେ ସିଆରପି ସ୍କୋୟାରରରୁ ଜଣେ 57 ବର୍ଷୀୟ ପୁରୁଷ ରହିଛନ୍ତି । କୋଳଥିଆରୁ ଜଣେ 41 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ତମାଣ୍ଡୋରୁ ଜଣେ 73 ବର୍ଷୀୟ ପୁରୁଷ ଥିବାବେଳେ ଭରତପୁର ଲେବର୍‌ ବସ୍ତିରୁ ଜଣେ 80 ବର୍ଷୀୟ ପୁରୁଷ ରହିଛନ୍ତି । ସତ୍ୟନଗର ବିଗ୍‌ବଜାର ନିକଟରେ ଜଣେ 25 ବର୍ଷୀୟ ମହିଳା ରହିଛନ୍ତି । ୟୁନିଟ୍‌ 6, ରାଧାକୃଷ୍ଣ ବସ୍ତିରୁ 2 ଜଣ ରହିଛନ୍ତି । ସେହିପରି ଛ ନମ୍ବର ନ୍ୟୁ ଫରେଷ୍ଟ ପାର୍କରୁ ଜଣେ , ଖାରବେଳ ନଗର ପ୍ରେସ୍‌ କଲୋନୀରୁ ଜଣେ, ଛଅ ନମ୍ବର ଭୀମପୁରର ଜଣେ ସତ୍ୟନଗର ହାଉସିଂ ବୋର୍ଡ କଲୋନୀରୁ ଜଣେ, ମଞ୍ଚେଶ୍ବର ବ୍ଲୁ ହୁଇଲ୍‌ ହସ୍ପିଟାଲ ନିକଟରୁ ଜଣେ, ମହତାବ ରେଡ୍‌, ଅନନ୍ତ ନଗରରୁ ଜଣେ, ନିଳାଦ୍ରି ବିହାରରୁ ଜଣେ ରହିଛନ୍ତି ।

Image

ଆଜି ଭୁବନେଶ୍ବରରୁ 107 ଜଣ ସୁସ୍ଥ ହୋଇଥିବାବେଳେ ନୂତନ 89ଜଣ ସଂକ୍ରମିତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରର ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 3 ହଜାରୁ 68ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 1 ହଜାର 798ଜଣ । 18ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 1 ହଜାର 250ଟି ସକ୍ରିୟ ମାମଲା ରହିଛି ।

bmc corona
Share. Facebook Twitter LinkedIn Email WhatsApp Copy Link

Related Posts

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026
Latest News

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.