Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁବକଙ୍କୁ ମୋମୋ ଖାଇବା ପଡିଲା ମହଙ୍ଗା : ରାଗଯୁକ୍ତ ମୋମୋ ଯୋଗୁଁ ପେଟର ଅନ୍ତ ଫାଟିଲା
ଆଜିର ଖବର

ଯୁବକଙ୍କୁ ମୋମୋ ଖାଇବା ପଡିଲା ମହଙ୍ଗା : ରାଗଯୁକ୍ତ ମୋମୋ ଯୋଗୁଁ ପେଟର ଅନ୍ତ ଫାଟିଲା

August 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚୀନ୍‌ :  ଚଟ୍‌ପଟି ମସଲାଦାର ଖାଦ୍ୟ ଖାଇବାକୁ କାହାକୁ ବା ନ ଭଲ ଲାଗେ । କିନ୍ତୁ ଏହି ଚଟ୍‌ପଟି ରାଗ ଖାଦ୍ୟ ଖାଇବା କେତେ ମହଙ୍ଗା ହୋଇପାରେ ଆପଣ ଜାଣିପାରିବେ ନାହିଁ । ଚୀନ୍‌ର ଜଣେ ବ୍ୟକ୍ତି ଚଟ୍‌ପଟି ମୋମୋକୁ ଦେଖି ନିଜ ଲୋଭ ସମ୍ବରଣ କରି ନପାରି ଚଟ୍‌ପଟି ରାଗ ମସଲାଦାର ମୋମୋ ଖାଇଥିଲେ । କିନ୍ତୁ ଏହି ମୋମୋ ତାଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଉତ୍କଟ ରାଗଯୁକ୍ତ ମୋମୋ ଖାଇବାର ପରେ ତାଙ୍କ ପେଟରେ ଜ୍ବଳନ ହେବା ସହ ତାଙ୍କ ପେଟର ଅନ୍ତ ଫାଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ବହୁ ପରିଶ୍ରମ ପରେ ତାଙ୍କ ଜୀବନ ବଞ୍ଚି ପାରିଛି ।

ଏହି ପରି ଏକ ଘଟଣା ଚୀନ୍‌ର ଜିଆଙ୍ଗ୍ସୁ ପ୍ରାନ୍ତରେ ଘଟିଛି । ଏହି ଘଟଣାଟି ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ମିଳିଥିବା ସୂଚନା ଅନୁସାରେ 63 ବର୍ଷୀୟ ଓ୍ବାଙ୍ଗ୍‌ ରାତ୍ର ଖାଦ୍ୟରେ ଉଚ୍ଚ ରାଗବାଲା ମୋମୋଜ ଖାଇଥିଲେ । ଏହାପରେ ଧୀରେ ଧୀରେ ତାଙ୍କ ପେଟରେ ଯନ୍ତ୍ରଣା ହେବାରେ ଲାଗିଲା । ଏହା ପରେ ତାଙ୍କ ପେଟରେ କିଛି ଶବ୍ଦ ଶୁଣାଗଲା । ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଗଲା । ତାଙ୍କୁ ତତ୍‌କ୍ଷଣାତ ହସ୍ପିଟାଲ ନିଆଟାଇଥିଲା । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ଜାଣିଥିଲେ ଯେ ବେଶୀ ରାଗଯୁକ୍ତ ମୋମୋ ଖାଇ ତାଙ୍କ ପେଟରେ ଗ୍ୟାସ ହୋଇଯାଇଛି ଓ ଖାଦ୍ୟଗୁଡିକ ଅନ୍ତ ନଳୀରେ ଫସି ରହିଥିଲା। ଗ୍ୟାସ ହେବା ପରେ ପ୍ରେସର ଯୋଗୁଁ ଅନ୍ତ ଫାଟି ଯାଇଥିଲା । ଓ୍ବାଙ୍ଗଙ୍କୁ ପୂର୍ବରୁ ପେଟ ଓ ହଜମ ଜନିତ ସମସ୍ୟା ରହିଥିବାବେଳେ ଡାକ୍ତର ତାଙ୍କୁ ମସଲାଦାର ଖାଦ୍ୟ ଖାଇବାକୁ ବାରଣ କରିଥିଲେ । କିନ୍ତୁ ଡାକ୍ତରଙ୍କ ପରାମର୍ଶ ନ ମାନି ଓ୍ବାଙ୍ଗ ରାଗ ମସଲା ଯୁକ୍ତ ମୋମୋ ଖାଇ ବଡ କ୍ଷତିରେ ପଡିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026

ଚୀନକୁ ବଡ଼ ଝଟକା ଦେଲା: ହର୍ମୁଜ୍ ପ୍ରଣାଳୀରୁ ଫେରାଇଲା ଦୁଇଟି ବେଜିଂ ଜାହାଜ

March 27, 2026

ଜିଓ ଫାଇନାନ୍ସିଆଲ୍ – ଆଲିଆଞ୍ଜ୍ ପୁନଃବୀମା ମିଳିତ ଉଦ୍ୟୋଗର ଭାରତରେ କାର୍ଯ୍ୟ ଆରମ୍ଭ

March 27, 2026

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

March 27, 2026
Latest News

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026

ଚୀନକୁ ବଡ଼ ଝଟକା ଦେଲା: ହର୍ମୁଜ୍ ପ୍ରଣାଳୀରୁ ଫେରାଇଲା ଦୁଇଟି ବେଜିଂ ଜାହାଜ

March 27, 2026

ଜିଓ ଫାଇନାନ୍ସିଆଲ୍ – ଆଲିଆଞ୍ଜ୍ ପୁନଃବୀମା ମିଳିତ ଉଦ୍ୟୋଗର ଭାରତରେ କାର୍ଯ୍ୟ ଆରମ୍ଭ

March 27, 2026

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

March 27, 2026

“ହର୍ମୁଜ୍ ପଥ ଦେଇ ଭାରତ ଆସୁଛି ଆଉ ଚାରୋଟି ଏଲପିଜି ଜାହାଜ”: ବୈଦେଶିକ ମନ୍ତ୍ରଣାଳୟ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.