Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାଜଧାନୀ ଭୁବନେଶ୍ବରରୁ 190 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 103ଜଣ
ଆଜିର ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ 190 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 103ଜଣ

August 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆଜି ରାଜଧାନୀ ଭୁବନେଶ୍ବରରୁ 190ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି କ୍ବାରେଣ୍ଟାଇନ୍‌ରୁ 138ଜଣ ଚିହ୍ନଟ ହୋଇଥିବାବେଳେ 52 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍‌ସି ସୂଚନା ଦେଇଛି ।

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 138ଜଣଙ୍କ ମଧ୍ୟରୁ କପିଳେଶ୍ବରରୁ 21 ଜଣ, ବମିଖାଲ ଗାୟତ୍ରୀ ଏନ୍‌କ୍ଲେଭ୍‌ରୁ 6 ଜଣ, ବରମୁଣ୍ଡା ବେହେରା ସାହିରୁ 7ଜଣ ରହିଛନ୍ତି। ସେହିପରି ସମାନ୍ତରାପୁରରୁ 3 ଜଣ, ୟୁନିଟ୍‌-1 ରୁ5 ଜଣ, ସହିଦ ନଗରରୁ 4ଜଣ, ୟୁନିଟ୍‌ 3ରୁ ଚାରି ଜଣ, ନୟାପଲ୍ଲୀରୁ ଚାରିଜଣ, ଲକ୍ଷ୍ମୀସାଗରରୁ ଚାରିଜଣ ରହିଛନ୍ତି ।

Image

ଆଜି ଚିହ୍ନଟ ହୋଇଥିବା 52 ଜଣ ଲୋକାଲ୍‌ କେସ୍‌ ମଧ୍ୟରୁ ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ 3 ଜଣ ଥିବାବେଳେ କଟକ ରୋଡ୍‌ ଷ୍ଟେସନ ସ୍କୋୟାର୍‌ଣୁ 3 ଜଣ ରହିଛନ୍ତି । ସେହିପରି କପିଳେଶ୍ବରରୁ 3 ଜଣ ରହିଛନ୍ତି । ସେହିପରି ସୁନ୍ଦରପଦାରୁ ଜଣେ, ବରମୁଣ୍ଡାରୁ 3 ଜଣ, ୟୁନିଟ୍‌-9 ରୁ 2ଜଣ, ଚକେଇସିଆଣିରୁ ଜଣେ, ଚିନ୍ତାମଣିଶ୍ବରରୁ ଜଣେ, ପୁରୁଣା ଭୁବନେଶ୍ବରରୁ ଜଣେ, ଓୟୁଏଟି କଲୋନୀରୁ ଜଣେ, ସମେଇଗାଡିଆରୁ ଜଣେ, ସମ୍‌ପୁରରୁ ଜଣେ, ବରମୁଣ୍ଡା ଜଗନ୍ନାଥ ବିହାରରୁ ଜଣେ, ସତ୍ୟନଗରରୁ ଜଣେ, ଜାଗମରା ଜଣେ, ଲକ୍ଷ୍ମୀସାଗରରୁ ଜଣ, ସିଜୁଆରୁ ଜଣେ, ପଟିଆରୁ ଜଣେ, ଆଠ ନମ୍ବରରୁ ଜଣେ, ରସୁଲଗଡରୁ ଜଣେ, ନ୍ୟୁ ଫରେଷ୍ଟ ପାର୍କରୁ ଜଣେ, ଆଚାର୍ଯ୍ୟ ବିହାର, ସାଇନ୍ସ ପାର୍କ ବସ୍ତିରୁ ଜଣେ, ଭିଏସଏସ୍‌ ନଗରରୁ ଜଣେ, ସତ୍ୟନଗର କାଳୀ ମନ୍ଦିର ନିକଟରୁ ଜଣେ, ଜୟଦେବ ବିହାରରୁ ଜଣେ, ପୋଖରୀପୁଟରୁ ଜଣେ, ପ୍ରାଚୀ ବିହାରରୁ ଜଣେ, ବରମୁଣ୍ଡା ରୁଚିକା ମାର୍କେଟରୁ ଜଣେ, ଶାସ୍ତ୍ରୀନଗରରୁ ଜଣେ, ଟଙ୍କପାଣି ରୋଡରୁଜଣେ, ଗ୍ୟାରେଜ ଛକରୁ ଜଣେ, ତମାଣ୍ଡୋରୁ ଜଣେ, ଗଙ୍ଗନଗରରୁ ଜଣେ, ପାତ୍ରପଡା କଳିଙ୍ଗ ବିହାରରୁଜଣେ, ନୟାପଲ୍ଲୀରୁ ଜଣେ, ଝାରପଡାରୁ ଜଣେ, ଅଶୋକ ନଗରରୁ ଜଣେ, ଶୈଳୀଶ୍ରୀବିହାର ଓ ବମିଖାଲ କେନାଲ ରୋଡରୁ ଜଣେ ଲେଖାଏଁ ରହିଛନ୍ତି ।

Image

ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 103 ଜଣ ସୁସ୍ଥ ହୋଇଛନ୍ତି । ଆଜି ନୂତନ 190 ଆକ୍ରାନ୍ତଙ୍କ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 3 ହଜାର 763ରେ ପହଞ୍ଚିଥିବାବେଳେ 2 ହଜାର 360ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଭୁବନେଶ୍ବରରୁ 18 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 1 ହଜାର 383 ଜଣ ଚିକିତ୍ସାଧୀନ ରହିଛନ୍ତି ।

Image

bmc corona
Share. Facebook Twitter LinkedIn Email WhatsApp Copy Link

Related Posts

ବେଟିଂ ଆପ୍ସ ମାମଲା: ଇଡିରେ ହାଜର ହେବା ପାଇଁ ସମୟ ମାଗିଲେ ରାଣା ଦଗ୍ଗୁବତୀ

July 23, 2025

ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ଼ ରଖିପାରିଛି ଭାରତ

July 23, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025
Latest News

ବେଟିଂ ଆପ୍ସ ମାମଲା: ଇଡିରେ ହାଜର ହେବା ପାଇଁ ସମୟ ମାଗିଲେ ରାଣା ଦଗ୍ଗୁବତୀ

July 23, 2025

ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ଼ ରଖିପାରିଛି ଭାରତ

July 23, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.