Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭୁବନେଶ୍ବରରୁ 109 ପଜିଟିଭ୍‌ ଚିହ୍ନଟ: ସୁସ୍ଥ ହେଲେ 134
ଆଜିର ଖବର

ଆଜି ଭୁବନେଶ୍ବରରୁ 109 ପଜିଟିଭ୍‌ ଚିହ୍ନଟ: ସୁସ୍ଥ ହେଲେ 134

August 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 109 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ୍‌ 109 ସଂକ୍ରମିତଙ୍କ ମଧ୍ୟରୁ 60 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 49ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ଆଜି କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 60ଜଣଙ୍କ ମଧ୍ୟରେ ଏକ ପ୍ରାଭଭେଟ୍‌ ହସ୍ପିଟାଲର 3 ଜଣ କର୍ମଚାରୀ ଥିବବେଳେ ୟୁନିଟ୍‌-6 ଗଙ୍ଗନଗରରୁ 3 ଜଣ ରହିଛନ୍ତି। ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲରୁ 3 ଜଣ କର୍ମଚାରୀ ରହିଛନ୍ତି ।  ରାମେଶ୍‌ବର ପାଟଣାରୁ 4 ଜଣ ରହିଥିବାବେଳେ ସ୍ବାସ୍ଥ୍ୟ ବିଭାଗର 3 ଜଣ କର୍ମଚାରୀ ରହିଛନ୍ତି । ସୁନ୍ଦରପଦାରୁ 2 ଜଣ ରହିଥିବାବେଳେ ଚନ୍ଦ୍ରଶେଖରପୁରରୁ 3 ଜଣ ରହିଛନ୍ତି । ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ 4 ଜଣ ରହିଥିବାବେଳେ ଡେଲ୍‌ଟା ସ୍କୋୟାରରୁ 2 ଜଣ ରହିଛନ୍ତି ।

 

Image

ସେହିପରି ଚିହ୍ନଯ 49 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ନୟାପଲ୍ଲୀ, ଛଅ ପମ୍ବର, ଲକ୍ଷ୍ମୀସାଗର, ଆଇଆରସି ଭିଲେଜ, ବାଣୀବିହାର ପଥରମୁଣ୍ଡି ବସ୍ତି, ଏକ ନମ୍ବର ମାର୍କେଟ୍‌, ନୟାପଲ୍ଲ, ସିଆରଏଫ୍‌ କ୍ୟାମ୍ପସ୍‌, ବରମକୁଣ୍ଡା ହାଉସିଂ ବୋର୍ଡ କଲଷାନୀ, ଖାରବେଳ ନଗର ପ୍ରେସ୍‌ କଲୋନୀ, ଓଲ୍ଡ ଟାଉନ୍‌, ଭରତପୁର, ସମେଇଗାଡିଆ, ଝାରପଡା, ମୈତ୍ରୀ ବିହାର, ଜୟେଦବ ବିହାର, ସହିଦନଗର ନୂଆ ଗାଁ ଉପରସାହି, ଭୀମଟାଙ୍କି ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ବୁଦ୍ଧେଶ୍ବରୀ କଲୋନୀରୁ ଦୁଇଜଣ, ବରମୁଣ୍ଡାରୁ ଦୁଇଜଣ, ବିବେକାନନ୍ଦ ମାର୍ଗରୁ ତିନିଜଣ, ବରଗଡରୁ 4ଜଣ, ବିଡିଏ କଲୋନୀରୁ 2 ଜଣ ଚିହ୍ନଟ ହୋଇଛନ୍ତି ।

Image

ଆଜି ଭୁବନେଶ୍ବରରୁ 134  ଜଣ ସୁସ୍ଥ ହୋଇଥିବାବେଳେ ନୂତନ 109 ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବର ମହାନଗରର ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 4 ହଜାର 171କୁ ବୃଦ୍ଧି ହୋଇଛି । ସେହିପରି 2807ଜଣ ସୁସ୍ଥ ହୋଇଥିବାବେଳେ 22 ଜଣଙ୍କର ମୃତ୍ୟୁ ଘଟିଛି । ଏବେ ସୁଦ୍ଧା 1 ହଜାର 339ଜଣ ସକ୍ରିୟ ମାମଲା ରହିଛି ।

Image

bmc corona
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.