ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଜାତୀୟ ଗଣମାଧ୍ୟମରେ କଂଗ୍ରେସର ପ୍ରଭାବଶାଳୀ ମୁଖପାତ୍ର ରାଜୀବ ତ୍ୟାଗୀ ମୃତ୍ୟୁ ବରଣ କରିଛନ୍ତି। “ଆଜତକ” ଟେଲିଭିଜନ ଚ୍ୟାନେଲରେ ବିତର୍କ ସାରି ଫେରିବା ପରେ ହଠାତ ତାଙ୍କ ଦେହ ଖରାପ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚୁ ପହଞ୍ଚୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। କଂଗ୍ରେସ ମୁଖପାତ୍ର ଦେହାନ୍ତ
ଗାଜା ଶାନ୍ତି ଚୁକ୍ତି ସମ୍ପର୍କରେ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ, ଯୁଦ୍ଧ ରୋକିବାକୁ କଲେ ନିବେଦନSeptember 30, 2025