ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଜାତୀୟ ଗଣମାଧ୍ୟମରେ କଂଗ୍ରେସର ପ୍ରଭାବଶାଳୀ ମୁଖପାତ୍ର ରାଜୀବ ତ୍ୟାଗୀ ମୃତ୍ୟୁ ବରଣ କରିଛନ୍ତି। “ଆଜତକ” ଟେଲିଭିଜନ ଚ୍ୟାନେଲରେ ବିତର୍କ ସାରି ଫେରିବା ପରେ ହଠାତ ତାଙ୍କ ଦେହ ଖରାପ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚୁ ପହଞ୍ଚୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। କଂଗ୍ରେସ ମୁଖପାତ୍ର ଦେହାନ୍ତ