Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାବଧାନ ହୋଇ ଗାଡି ଚଳାନ୍ତୁ, ନହେଲେ ବାତିଲ ହୋଇପାରେ ଡିଏଲ୍‌, ଜାଣନ୍ତୁ କେଉଁ କେଉଁ ନିୟମ ନ ମାନିଲେ ଡିଏଲ୍‌ ବାତିଲ୍‌ ହେବ
ଆଜିର ଖବର

ସାବଧାନ ହୋଇ ଗାଡି ଚଳାନ୍ତୁ, ନହେଲେ ବାତିଲ ହୋଇପାରେ ଡିଏଲ୍‌, ଜାଣନ୍ତୁ କେଉଁ କେଉଁ ନିୟମ ନ ମାନିଲେ ଡିଏଲ୍‌ ବାତିଲ୍‌ ହେବ

August 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ବେପରୁଆ ଭାବରେ ଗାଡି ଚଳାଉଥିବା ବ୍ୟକ୍ତିମାନେ ସାବଧାନ ହୋଇଯାଆନ୍ତୁ । ଆହୁରି କଡାକଡି କରାଯାଇଛି ଟ୍ରାଫିକ୍‌‌ ନିୟମ । ନିୟମ ଉଲ୍ଲଂଘନ କରି ଗାଡି ଚଲାଇଲ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଡିଏଲ୍‌ ବାତିଲ୍‌ ହେବ ବୋଲି ସୂଚନା ରହିଛି । ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ନୂତନ ଗାଇଡ ଲାଇନ୍ ଅନୁଯାୟୀ ଯଦି କେହି ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡି ଚଳାନ୍ତି ଅଥବା ଟ୍ରାଫିକ ସିଗ୍ନାଲ ଭଙ୍ଗ କରନ୍ତି ତାଙ୍କର ଲାଇସେନ୍ସ ତିନି ମାସ ପାଇଁ ବାତିଲ କରାଯିବ । ସେହିପରି ଗାଡି ଚଳାଇଲେ କିମ୍ବା ଗାଡି ଚଲାଉଥିବା ସମୟରେ ଫୋନରେ କଥା ହେଲେ ସମାନ ଦଣ୍ଡର ବ୍ୟବସ୍ଥା କରିବା ପାଇଁ ଗାଇଡ ଲାଇନ୍ ଜାରି କରାଯାଇଛି ।

ତେବେ ଆସନ୍ତୁ ଜାଣିବା କେଉଁ ସବୁ ନିୟମ ନ ମାନିଲେ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ ହେବ

  • ଧାର୍ଯ୍ୟ ନିୟମରୁ ଅଧିକ ବେଗରେ ଗାଡି ଚଳାଇବା
  • ରେଡ୍‌ ଲାଇଟ୍‌ କଟକଣା ନ ମାନି ଆଗକୁ ବଢିଲେ
  • ଓଭରଲୋଡିଂ କିମ୍ବା ମାଲବାହୀ ଗାଡିରେ ଯାତ୍ରୀ ନେଲେ
  • ମଦ କିମ୍ବା ଅନ୍ୟାନ୍ୟ ନିଶା ଦ୍ରବ୍ୟ  ଖାଇ ଗାଡି ଚଳାଇଲେ
  • ମୋବାଲରେ ଗପି ଗପି ଗାଡି ଚଲାଇଲେ ମଧ୍ୟ ଡିଏଲ୍‌ ବାତଲ୍‌ ହେବ ।

ଉପରୋକ୍ତ ନିୟମକୁ ନମାନିଲେ ଡିଏଲ୍‌ ଲାଇସେନ୍ସ ବାତିଲ ହେବ । ଏନେଇ ସୁପ୍ରିମକୋର୍ଟ କମିଟିଙ୍କ ସଡ଼କ ନିରାପତ୍ତା ଗାଇଡ଼ଲାଇନ୍ସ ଅନୁସାରେ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏହି ନୂତନ ଗାଇଡଲାଇନ ଜାରି କରାଯାଇଛି ।

dl
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.