Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ବିଧାୟକଙ୍କ ପରଲୋକ
ଆଜିର ଖବର

ବିଜେପି ବିଧାୟକଙ୍କ ପରଲୋକ

August 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଦେବରିଆ ସଦରର ବିଜେପି ବିଧାୟକ ଜନ୍ମେଜୟ ସିଂହଙ୍କ ଆଜି ମୃତ୍ୟୁ ହୋଇଯାଇଛି । ଗୁରୁବାର ବିଳମ୍ବିତ ରାତ୍ରିରେ ରାମ ମନୋହର ଲୋହିଆ ହସ୍ପିଟାଲରେ ହାର୍ଟ ଆର୍ଟାକ୍‌ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଗତକିଛି ମାସ ଧରି ରୋଗରେ ପୀଡ଼ିତ ଥିଲେ ଜନ୍ମେଜୟ ସିଂହ । ଜନ୍ମେଜୟଙ୍କ ନିଧନରେ ଶୋକ ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସପା ପ୍ରମୁଖ ଅଖିଳେଶ ଯାଦବ ।

1945 ମସିହା ଜୁଲାଇ 7 ତାରିଖରେ ଜନ୍ମେଜୟ ତ୍ରିଲୋକୀନାଥସିଂହଙ୍କ ଘରେ ଜନ୍ମ ହୋଇଥିଲେ । ଜନ୍ମେଜୟଙ୍କ ସ୍ତ୍ରୀଙ୍କ ନାମ ଗୁଜୁରାତୀ ଦେବୀଓ ତାଙ୍କର ତିନି ପୁଅ ଓ ଚାରି ଝିଅ ଅଛନ୍ତି । 2012ରେ ବସପା ପ୍ରାର୍ଥୀ ପ୍ରମୋଦ ସିଂଙ୍କୁ ହରାଇ ଜନ୍ମେଜୟ ବିଧାୟକ ହୋଇଥିଲେ । ଏହାପରେ 2017ରେ ସପା ପ୍ରାର୍ଥୀ ଜେପି ଜେୟସଓ୍ବାଲଙ୍କୁ ବହୁ ବ୍ୟବଧାନରେ ଭୋଟରେ ହରାଇ ନିଜ ରାଜନୈତିକ ଶକ୍ତିର ପରିଚୟ ପ୍ରଦାନ କରିଥିଲେ ଜନ୍ମେଜୟ ।

2000 ମସିହା ଉପନିର୍ବାଚନରେ ପ୍ରଥମଥର ପାଇଁ ବସପା ଟିକେରେ ବିଧାୟକ ହୋଇଥିଲେ ଜନ୍ମେଜୟ । ଏହାପରେ 2007ରେ ଜନ୍ମେଜୟ ବିଜେପିରେସାମିଳ୍‌ ହୋଇଥିଲୋ । ଏହାପରେ ଉତ୍ତରପ୍ରଦେଶର 16ତମ ଓ 17ତମ ବିଧାନସଭାର ସଦସ୍ୟ ରହିଥିଲେ ଜନ୍ମେଜୟ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.