Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଲ ପରିବହନରେ କ୍ଷେତ୍ରରେ କୌଣସି ବାଧା ସୃଷ୍ଟି ନ କରିବାକୁ ରାଜ୍ୟମାନଙ୍କୁ ତାଗିଦ କଲା କେନ୍ଦ୍ର ଗୃହ ବିଭାଗ
ଆଜିର ଖବର

ମାଲ ପରିବହନରେ କ୍ଷେତ୍ରରେ କୌଣସି ବାଧା ସୃଷ୍ଟି ନ କରିବାକୁ ରାଜ୍ୟମାନଙ୍କୁ ତାଗିଦ କଲା କେନ୍ଦ୍ର ଗୃହ ବିଭାଗ

August 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ମାଲ ପରିବହନରେ କ୍ଷେତ୍ରରେ କୌଣସି ବାଧା ସୃଷ୍ଟି ନ କରିବାକୁ ରାଜ୍ୟମାନଙ୍କୁ ତାଗିଦ କଲା କେନ୍ଦ୍ର ଗୃହ ବିଭାଗ

ନୂଆଦିଲ୍ଲୀ, ବର୍ତ୍ତମାନ ଅନଲ-3 ରେ ଅନ୍ତଃ ରାଜ୍ୟ ଏବଂ ରାଜ୍ୟ ଭିତରେ ଲୋକ ଓ ସାମଗ୍ରୀ ପରିବହନରେ କୌଣସି କଟକଣା କରାଯାଇ ନାହିଁ। ହେଲେ କେତେକ ରାଜ୍ୟରେ ଏହାକୁ ନ ମାନି ପରିବହନକୁ ପୁରା କଟକଣା କରି ଦେଇଛନ୍ତି। ତାହାକୁ ତୁରନ୍ତ ହଟାଯାଉ ବୋଲି କେନ୍ଦ୍ର ଗୃହ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଲକ ଡାଉନ ଯୋଗୁଁ ସାରା ଦେଶର ଅର୍ଥନିତି ଭୂଷୁଡି ପଡିବାର ସମ୍ଭାବନା ରହିଛି। ହେଲେ କୋଭିଡ ସଂକ୍ରାମଣ ଭୟରେ କେତେକ ରାଜ୍ୟ ପରିବହନ ବ୍ୟବସ୍ଥାକୁ ବନ୍ଦ କରିଦେଇଛନ୍ତି। ଯାହାଫଳରେ ଅନ୍ୟ ରାଜ୍ୟକୁ ଆସିବାକୁ ଥିବା ବିଭିନ୍ନ ଜିନିଷ ମିଳିବାରେ ବାଧା ସୃଷ୍ଟି ହେଉଛି। ତୁରନ୍ତ ରାଜ୍ୟମାନେ ଏହା ଉପରେ ଧ୍ୟାନ ଦେବାକୁ ଗୃହ ବିଭାଗ ତାଗିଦ କରିଛି।

 

ଗୃହ ବିଭାଗ ମାଲ ପରିବହନ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.