Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶର ସବୁଠୁ ମହଙ୍ଗା ପରିବା: କିଲୋ ପିଛା 1200ଟଙ୍କାରେ ହୋଇଥାଏ ବିକ୍ରି
ଆଜିର ଖବର

ଦେଶର ସବୁଠୁ ମହଙ୍ଗା ପରିବା: କିଲୋ ପିଛା 1200ଟଙ୍କାରେ ହୋଇଥାଏ ବିକ୍ରି

August 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଦେଶର ସବୁଠୁ ମହଙ୍ଗା ଖାଦ୍ୟ (ପନିପରିବା) ମଧ୍ୟରେ ଏହା ଅନ୍ୟତମ । କେବଳ ଏହା ଶ୍ରାବଣ ମାସରେ ବିକ୍ରି ହୋଇଥାଏ । ଏହା ଦେଶର କେବଳ ଦୁଇଟି ରାଜ୍ୟରେ ଉପଲବ୍ଧ ହୋଇଥାଏ । କିନ୍ତୁ ଏହି ଦୁଇ ଜାଗାରେ ଏହାର ନାମ ସମ୍ପୂର୍ଣ୍ଣ ରୂପେ ଭିନ୍ନ । ଏହି ସବ୍‌ଜିରନାମ ଖୁଖାଡି । ଏହାର ମୂଲ୍ୟ ପ୍ରତି କିଲୋ 1200ଟଙ୍କା । କିନ୍ତୁ ବଜାରକୁ ଆସିବା ମାତ୍ରେ ହିଁ ଏହି ସବ୍‌ଜୀ ବିକ୍ରି ହୋଇଥାଏ । ଏହି ସବ୍‌ଜୀରେ ମାତ୍ରାଧିକ ପ୍ରୋଟିନ୍‌ ରହିଥାଏ ।

ଛତିଶଗଡରେ ଏହାକୁ ଖୁଖାଡୀ କୁହାଯାଉଥିବାବେଳ ଝାରଖଣ୍ଡରେ ଏହାକୁ ରୁଗ୍‌ଡା କୁହାଯାଏ । ଏହି ଖାଦ୍ୟ ପଦାର୍ଥଟି ମସରୁମ୍‌ ପ୍ରଜାତିର ବୋଲି ସୂଚନା ରହିଛି । ଏହାକୁ ଦୁଇ ଦିନ ମଧ୍ୟରେ ରୋଷେଇ କରି ଖାଇବାକୁ ହୋଇଥାଏ । ନହେଲେ ଏହା ନଷ୍ଟ ହୋଇଯାଇଥାଏ । ଏହା ଛତିଶଗଡର ବଳରାମପୁର, ସୁରଜପୁର, ସରଗୁଜା ସମେତ ଉଦୟପୁର ସ୍ଥିତ କରୋବା ଜଙ୍ଗଲେ ବର୍ଷା ଦିନରେ ମିଳିଥାଏ । ଏହା ଧଳା ଛତୁର ଏକ ପ୍ରଜାତି ଅଟେ । ଏହା ଶରୀରର ଇମ୍ୟୁନିଟିର ମାତ୍ରା ମଧ୍ୟ ବଢାଇଥାଏ ।

ଶ୍ରାବଣ ମାସରେ ଝାରଖଣ୍ଡର ବହୁ ଲୋକେ ମଟନ୍‌ ଓ ଚିକେନ୍‌ ଖାଇବା ବନ୍ଦ କରିଦେଇଥାନ୍ତି । ଏହି ସମୟରେସେଠାରେ ଏହି ଖାଦ୍ୟ ପଦାର୍ଥର ବିକ୍ରି ବହୁମାତ୍ରାରେ ହୋଇଥାଏ ।  ଏହା କେବଳ ଖାଇବାକୁ ସୁଆଦିଆ ନୁହେଁ, ଏହା ଦ୍ବାରା ଔଷଧ ମଧ୍ୟ ପ୍ରସ୍ତୁତ ହୋଇଥାଏ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026
Latest News

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପଦ୍ମଶ୍ରୀ ପ୍ରଫେସର ହର୍‍ମାନ କୁଲ୍‍କେଙ୍କ ସ୍ମୃତିସଭା

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.