Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 428କୁ ବୃଦ୍ଧି
ଆଜିର ଖବର

ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 428କୁ ବୃଦ୍ଧି

August 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରୁ ଆଜି ପୁଣି 9ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମ ଓ ସୁନ୍ଦରଗଡ଼ରୁ 2 ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର, ବଲାଙ୍ଗିର, କଟକ, ଗଜପତି ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା 428କୁ ବୃଦ୍ଧି ହୋଇଛି ।

ଏବେ ସୁଦ୍ଧା ଗଞ୍ଜାମରେ 181ଜଣ କରୋନାରେ ମୃତ୍ୟୁବରଣ କରିଥିବାବେଳେ ଖୋର୍ଦ୍ଧାରୁ 55, କଟକରେ 26ଜଣ, ସୁନ୍ଦରଗଡରେ 30 ଜଣ, ବଲାଙ୍ଗିରରେ 4ଜଣ ଗଜପତିରେ 18 ଜଣ, ବାଲେଶ୍ବରରେ 9ଜଣ, ସୁନ୍ଦରଗଡରେ 29 ଜଣଙ୍କର କରୋନା ଯୋଗୁଁ ମୃତ୍ୟୁହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ ଆଉ ଏକ ଲଜ୍ଜା: ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

October 11, 2025

ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ନାମରେ ରହଛି ଏକ ମନ୍ଦିର, ଜାଣନ୍ତୁ କେଉଁଠି?

October 11, 2025

ଭାରତର Blue Revolutionରେ ଅଗ୍ରଣୀ ରାଜ୍ୟ ଭାବେ ଓଡିଶା ସ୍ଥାନ ପାଇବ- ମୁଖ୍ୟମନ୍ତ୍ରୀ

October 11, 2025

ଶ୍ରୀମୟୀ କହିଲେ- ଦିଲ୍ଲୀ ରେ ଡିଲ୍ କରିଦେଲେ କହ୍ନେଇ, କର୍ମୀ ବସିଛନ୍ତି ଅନାଇ…ରାଜନୀତିରେ ହଇଚଇ

October 11, 2025
Latest News

ପଶ୍ଚିମବଙ୍ଗରେ ଆଉ ଏକ ଲଜ୍ଜା: ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

October 11, 2025

ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ନାମରେ ରହଛି ଏକ ମନ୍ଦିର, ଜାଣନ୍ତୁ କେଉଁଠି?

October 11, 2025

ଭାରତର Blue Revolutionରେ ଅଗ୍ରଣୀ ରାଜ୍ୟ ଭାବେ ଓଡିଶା ସ୍ଥାନ ପାଇବ- ମୁଖ୍ୟମନ୍ତ୍ରୀ

October 11, 2025

ବିହାର ନିର୍ବାଚନ: ଆସନ ବଣ୍ଟନକୁ ନେଇ ଦ୍ଵନ୍ଦ୍ଵ, କଂଗ୍ରେସକୁ ୫୦ ଆସନ ଦେବାକୁ ପ୍ରସ୍ତୁତ ଲାଲୁ ଯାଦବ

October 11, 2025

ଶ୍ରୀମୟୀ କହିଲେ- ଦିଲ୍ଲୀ ରେ ଡିଲ୍ କରିଦେଲେ କହ୍ନେଇ, କର୍ମୀ ବସିଛନ୍ତି ଅନାଇ…ରାଜନୀତିରେ ହଇଚଇ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.