Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହ୍ରାସ ପାଇଲା ସିଲାବସ୍‌ : ତିରିଶ ପ୍ରତିଶତ କମିଲା
ଆଜିର ଖବର

ହ୍ରାସ ପାଇଲା ସିଲାବସ୍‌ : ତିରିଶ ପ୍ରତିଶତ କମିଲା

August 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନା ପାଇଁ ଚଳିତ ବର୍ଷ 30 ପ୍ରତିଶତ ସିଲାବସ୍‌ ହ୍ରାସ ହୋଇଥିବାର ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । 3ଟି କମିଟିର ସୁପାରିସ୍‌ ଆଧାରରେ ସିଲାବସ୍‌ କମିଛି । ସିଏଚ୍‌ଏସ୍‌ଇ, ବିଏସ୍‌ଇ, ଏସ୍‌ଇଆରଟି ଓ୍ବେବସାଇଟ୍‌ରେ ନୂଆ ସିଲାବସ୍‌ ବୋର୍ଡ ମିଳିବ ବୋଲି ସୂଚନା ରହିଛି।ପ୍ରଥମର ଦ୍ବାଦଶ ଶ୍ରେଣୀ ଯାଏଁ ସିଲାବସ୍‌ କମାଯାଇଛି ।

ପୂର୍ବରୁ ସିବିଏସ୍‌ଇ ଓ ଆଇସିଏସ୍‌ଇର ମଧ୍ୟ ସିଲାବସ୍‌ କମାଯାଇଛି । କରୋନା ପାଇଁ ଶିକ୍ଷା ବ୍ୟବସ୍ଥାରେ ସଂକଟ ସୃଷ୍ଟି ହୋଇଛି । କରୋନାକୁ ଦୃଷ୍ଟିରେ ରଖି ସ୍କୁଲ ଓ ବିଦ୍ୟାଳୟ ବନ୍ଦ ରହିଥିବାବେଳେ ଅନଲାଇନ୍‌ କ୍ଲାସ୍ କରାଯାଉଛି ।

ସିଲାବସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଢେଙ୍କାନାଳ କ୍ୟାମ୍ପସ ପରିଦର୍ଶନ କଲେ IIMCର କୁଳପତି

October 11, 2025

ନୂଆପଡା ଉପନିର୍ବାଚନର ନୂଆ ମୋଡ, ବିଜେପିରେ ମିଶିଲେ ଜୟ ଢୋଲକିଆ, ‘ଦ ସମୀକ୍ଷା’ ର ଆକଳନ ହେଲା ସତ

October 11, 2025

ଛଟେଇ ମଧ୍ୟରେ କର୍ମଚାରୀମାନଙ୍କୁ ‘ଖୁସି ଖବର’, 100% ଭେରିଏବୁଲ ପେ ଘୋଷଣା କଲା TCS

October 11, 2025

ପଶ୍ଚିମବଙ୍ଗରେ ଆଉ ଏକ ଲଜ୍ଜା: ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

October 11, 2025
Latest News

ଢେଙ୍କାନାଳ କ୍ୟାମ୍ପସ ପରିଦର୍ଶନ କଲେ IIMCର କୁଳପତି

October 11, 2025

ନୂଆପଡା ଉପନିର୍ବାଚନର ନୂଆ ମୋଡ, ବିଜେପିରେ ମିଶିଲେ ଜୟ ଢୋଲକିଆ, ‘ଦ ସମୀକ୍ଷା’ ର ଆକଳନ ହେଲା ସତ

October 11, 2025

ଛଟେଇ ମଧ୍ୟରେ କର୍ମଚାରୀମାନଙ୍କୁ ‘ଖୁସି ଖବର’, 100% ଭେରିଏବୁଲ ପେ ଘୋଷଣା କଲା TCS

October 11, 2025

ପଶ୍ଚିମବଙ୍ଗରେ ଆଉ ଏକ ଲଜ୍ଜା: ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

October 11, 2025

ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ନାମରେ ରହଛି ଏକ ମନ୍ଦିର, ଜାଣନ୍ତୁ କେଉଁଠି?

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.