Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାଜ୍ୟରୁ 7 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 448କୁ ବୃଦ୍ଧି
ଆଜିର ଖବର

ଆଜି ରାଜ୍ୟରୁ 7 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 448କୁ ବୃଦ୍ଧି

August 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ 7 ଜଣଙ୍କ ଜୀବନ ନେଇଛି କରୋନା । ଏହା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 448କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ 3ଜଣ  ରହିଥିବା ବେଳେ ବରଗଡରୁ 2 ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତୀତ ଭୁବନେଶ୍ୱର ଏବଂ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 62 ବର୍ଷ ହୋଇଥିବାବେଳେ ଭଦ୍ରକର ଆକ୍ରାନ୍ତଙ୍କ ବୟସ 60 ବର୍ଷ ବୋଲି ସୂଚନା ରହିଛି । ସେହିପରି ବରଗଡରୁ ଦୁଇ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ଜଣେ 76 ବର୍ଷୀୟ ମହିଳା ଓ ଅନ୍ୟ ଜଣେ 65 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ଆଜି ସମ୍ବଲପୁରରୁ ତିନିଜଣ ମୃତ୍ୟୁବରଣ କରିଥିବାବେଳେ ମୃତକଙ୍କ ମଧ୍ୟରେ  ଜଣେ 60 ବର୍ଷୀୟ ମହିଳା ରହିଛନ୍ତି । ଅନ୍ୟ ଦୁଇଜଣ ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 75 ଓ 58 ବର୍ଷ ବୋଲି ସୂଚନା ରହିଛି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : 

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 17113 15185 1737 183 8
ଖୋର୍ଦ୍ଧା 13925 8558 5300 57 10
କଟକ 7017 4018 2967 28 4
ସୁନ୍ଦରଗଡ 4188 3226 925 33 4
ରାୟଗଡା 3720 2253 1446 21 0
ଯାଜପୁର 3481 2111 1365 4 1
ବାଲେଶ୍ବର 3294 2281 999 9 5
ପୁରୀ 3086 1900 1172 11 3
କୋରାପୁଟ 3074 1990 1081 3 0
ଗଜପତି 2764 2369 376 18 1
ମୟୂରଭଞ୍ଜ 2683 1411 1266 3 3
ନୟାଗଡ 2637 1642 981 12 2
ସମ୍ବଲପୁର 2452 1476 962 14 0
ଭଦ୍ରକ 2418 1662 745 7 4
ମାଲକାନଗିରି 2137 1398 732 4 3
କନ୍ଧମାଳ 2064 1612 445 7 0
କେଉଁଝର 1656 1276 372 6 2
ବରଗଡ 1645 903 735 7 0
ଜଗତସିଂହପୁର 1623 1076 545 2 0
ବଲାଙ୍ଗିର 1619 975 640 4 0
କେନ୍ଦ୍ରାପଡା 1461 887 570 3 1
ଢେଙ୍କାନାଳ 1356 976 378 2 0
କଳାହାଣ୍ଡି 1187 804 381 2 0
ଝାରସୁଗୁଡା 1033 575 457 1 0
ନବରଙ୍ଗପୁର 950 596 351 1 2
ଅନୁଗୁଳ 745 477 264 4 0
ସୋନପୁର 568 322 244 2 0
ବୌଦ୍ଧ 548 404 144 0 0
ନୂଆପଡା 359 307 52 0 0
ଦେବଗଡ 183 143 40 0 0
Total 90986 62813 27672 448 53

 

 

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ନମ୍ବର 1 ଇଲେକ୍ଟ୍ରିକ୍ କାର୍ ହେଲା MG Windsor: ପଛରେ ପଡିଲା Tata Nexon EV

January 8, 2026

ତୁର୍କମାନ ଗେଟ୍ ହିଂସା ମାମଲା: ଅଡୁଆରେ ଏସପି ସାଂସଦ, ଚିହ୍ନଟ ହେଲେ ୩୦ ଦଙ୍ଗାକାରୀ

January 8, 2026

ଏପ୍ରିଲ ମାସରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଆରମ୍ଭ

January 8, 2026

SGFI archery competition: ଓଡ଼ିଶା ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା

January 8, 2026
Latest News

ଭାରତର ନମ୍ବର 1 ଇଲେକ୍ଟ୍ରିକ୍ କାର୍ ହେଲା MG Windsor: ପଛରେ ପଡିଲା Tata Nexon EV

January 8, 2026

ତୁର୍କମାନ ଗେଟ୍ ହିଂସା ମାମଲା: ଅଡୁଆରେ ଏସପି ସାଂସଦ, ଚିହ୍ନଟ ହେଲେ ୩୦ ଦଙ୍ଗାକାରୀ

January 8, 2026

ଭାରତ ଉପରେ ୫୦୦% ଶୁଳ୍କ ଲାଗୁ କରିବେ ଟ୍ରମ୍ପ!: ଆସନ୍ତା ସପ୍ତାହରେ ସୀମା ଅତିକ୍ରମ କରିବ ଆମେରିକା?

January 8, 2026

ଏପ୍ରିଲ ମାସରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଆରମ୍ଭ

January 8, 2026

SGFI archery competition: ଓଡ଼ିଶା ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.