Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଚିହ୍ନା ଯୁବତୀର ଶବ ଉଦ୍ଧାର
ଆଜିର ଖବର

ଅଚିହ୍ନା ଯୁବତୀର ଶବ ଉଦ୍ଧାର

August 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ : ଆଜି ରେଢାଖୋଲ ଥାନା କଦଳୀଗଡ ନିକଟସ୍ଥ ଅନୁଗୋଳ ଜିଲ୍ଲା କିଆକଟା ଥାନା ଟୁସର ପଂଚାୟତର ଓରଡା ପୋଲ ନିକଟରୁ ଜଣେ ଅଚିହ୍ନା ଯୁବତୀର ମୃତ ଦେହକୁ କିଆକଟା ପୋଲିସ୍ ଉଦ୍ଧାର କରିଛି ।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳୀଗଡ ଗ୍ରାମ ନିକଟ ତଥା ଅନୁଗୋଳ ଜିଲ୍ଲା କିଆକଟା ଥାନା ଟୁସର ପଂଚାୟତର ଓରଡା ନିକଟରେ ଥିବା ଏକ ପୋଲ ପାଖରେ ଜଣେ ଅଚିହ୍ନା ଯୁବତୀର ମୃତ ଦେହ ପଡିଥିବା ରାସ୍ତାରେ ଯାଉଥିବା ବାଟୋଇମାନେ ଦେଖି କିଆକଟା ପୋଲିସ୍ କୁ ଖବର ଦେଇଥିଲେ କିଆକଟା ପୋଲିସ୍ ଶବଟିକୁ ଜବତ କରି କିଆକଟା ଥାନାକୁ ନେଇଯାଇଥିଲା । ମୃତ ମହିଳାର ବୟସ ୨୦ ବର୍ଷ ଭିତରେ ବୋଲି ଆନୁମାନ କରାଯାଉଛି । ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସଂଦେହ ହେଉଛି । ମହିଳାଟିର ତଂଟିକୁ କୈାଣସି ଏକ ଧାରୁଆ ଅସ୍ତ୍ରରେ କାଟି ତାକୁ ପୋଲ ତଳକୁ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । କିଆକଟା ପୋଲିସ୍ ଏହାର ଅନୁସନ୍ଧାନ ଜାରି ରଖିଛି । ସମ୍ବଲପୁର ଜିଲ୍ଲାର ଶେଷ ସୀମା ତଥା ଅନୁଗୋଳ ଜିଲ୍ଲାର ଏହା ହେଇଛି ଶେଷ ସୀମା । ଯାହା ଅନୁମାନ କରାଯାଉଛି ମୃତ ମହିଳା ଜଣଙ୍କ ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅଂଚଳର ବୋଲି ଚର୍ଚ୍ଚା ହେଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ମଦ ବିକ୍ରି ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

October 10, 2025

ନୂତନ ଫର୍ମାଟ ସହ ଜାତୀୟ ଟେଲିଭିଜନକୁ ଫେରୁଛି ଭାରତର କାଳଜୟୀ ମହାକାବ୍ୟ ମହାଭାରତ

October 10, 2025
Latest News

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ମଦ ବିକ୍ରି ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

October 10, 2025

ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମାରିଆ କୋରିନା ମାଚାଡୋ କିଏ, ସେ କେତେ ଶିକ୍ଷିତ?

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.