Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରିଭେଲାନ୍ସ କମ୍‌ ଯୋଗୁଁ ରିସ୍କ ବଢିଛି : ବିଏମ୍‌ସି କମିଶନର
ଆଜିର ଖବର

ପ୍ରିଭେଲାନ୍ସ କମ୍‌ ଯୋଗୁଁ ରିସ୍କ ବଢିଛି : ବିଏମ୍‌ସି କମିଶନର

September 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ନେଇ ବିଏମସି କମିଶନର ପ୍ରେମ କୁମାର ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ପାଖାପାଖି 16ଶହ କମ୍ୟୁନିଟି ସାମ୍ପଲ ଟେଷ୍ଟ କରାଯାଇଛି । ଏବେ ସୁଦ୍ଧା ସେରୋ ସର୍ଭିଲାନ୍ସରେ ହାଉରିସ୍କ ଗ୍ରୁପଙ୍କର ଟେଷ୍ଟ କରାଯାଇନାହିଁ। ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେର ପ୍ରଥମ ଫେଜ ରେଜଲ୍ଟ ମିଳିସାରିଛି । ଭୁବନେଶ୍ୱରରେ ଆଣ୍ଟିବଡି ପ୍ରିଭେଲାନ୍ସ 5.15 ପ୍ରତିଶତ ରହିଛି । ଦେଖିବାକୁ ଗଲେ ଆଣ୍ଟିବଡି ପାଇଁ 5.15 ପ୍ରତିଶତ ପ୍ରିଭେଲାନ୍ସ ବହୁତ କମ୍ । ଭୁବନେଶ୍ୱରର ସ୍ଥିତି ଭଲ ରହିଛି, କିନ୍ତୁ ପ୍ରିଭେଲାନ୍ସ କମ୍ ଯୋଗୁଁ ରିସ୍କ ବଢିଛି । ଲୋକଙ୍କର ଆଣ୍ଟିବଡି ପ୍ରିଭେଲାନ୍ସ କମ୍ ଯୋଗୁଁ ଆଗକୁ ସଂଖ୍ୟା ବଢିପାରେ। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ବୋଲି କମିଶନର କହିଛନ୍ତି । ସଂକ୍ରମଣ କମ୍ କରିବା ପାଇଁ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡିବ । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ହେବ, କୋଭିଡ ନିୟମ ମାନିବାକୁ ପଡିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ସକାଳୁ ସକାଳୁ ଥରିଲା ପୃଥିବୀ: ୭.୪ ତୀବ୍ରତାର ଭୂମିକମ୍ପ ଯୋଗୁଁ ସୁନାମି ସତର୍କତା ଜାରି

October 10, 2025

ସ୍ୱଚ୍ଛତା ହିଁ ସେବା ୨୦୨୫ ଅଭିଯାନ: ସଫଳତାର ସହିତ ସଂପୂର୍ଣ୍ଣ

October 10, 2025

ଓମ୍ଫେଡକୁ ମିଳିଲା “ସବୁଠାରୁ ବିଶ୍ୱସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ବ୍ରାଣ୍ଡ” ପୁରଷ୍କାର

October 10, 2025

“ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଖାଦ୍ୟ ବାସ୍କେଟ ହେବ”- ଶିବରାଜ ସିଂହ

October 10, 2025
Latest News

ଭାରତ-ବ୍ରିଟେନ ମିଳିତ ବିବୃତ୍ତି

October 10, 2025

ସକାଳୁ ସକାଳୁ ଥରିଲା ପୃଥିବୀ: ୭.୪ ତୀବ୍ରତାର ଭୂମିକମ୍ପ ଯୋଗୁଁ ସୁନାମି ସତର୍କତା ଜାରି

October 10, 2025

ଟ୍ରମ୍ପଙ୍କ “ଶାନ୍ତି ଯୋଜନା” ପ୍ରଚାର ବିଫଳ!: ଗାଜା ଉପରେ ବୋମା ପକାଇଲା ଇସ୍ରାଏଲ, ୩୦ ମୃତ

October 10, 2025

ସ୍ୱଚ୍ଛତା ହିଁ ସେବା ୨୦୨୫ ଅଭିଯାନ: ସଫଳତାର ସହିତ ସଂପୂର୍ଣ୍ଣ

October 10, 2025

ଓମ୍ଫେଡକୁ ମିଳିଲା “ସବୁଠାରୁ ବିଶ୍ୱସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ବ୍ରାଣ୍ଡ” ପୁରଷ୍କାର

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.