Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ : ପୁଅକୁ ପଛରେ ପକାଇଲେ ଝିଅ
ଆଜିର ଖବର

ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ : ପୁଅକୁ ପଛରେ ପକାଇଲେ ଝିଅ

September 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇଛି । ପାସ୍‌ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ ।  ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ଥର କଳାରେ 67.56% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଚଳିତ ଥର 2ଲକ୍ଷ 19 ହଜାର 716 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ  ପାସ୍‌ କରିଛନ୍ତି 1 ଲକ୍ଷ 48 ହଜାର 452ଜଣ।

ପୁଅଙ୍କ ପାସ୍‌ ହାର୍‌ 57.53% ରହିଥିବାବେଳେ ଝିଅଙ୍କ ପାସ୍‌ ହାର ରହିଛି 74.48% । ସେହିପରି ପ୍ରଥମ ଶ୍ରେଣୀରେ 22 ହଜାର 196 ପରୀକ୍ଷାର୍ଥୀ ପାସ୍‌ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ 26 ହଜାର 027 ଜଣ, ତୃତୀୟଶ୍ରେଣୀରେ 1ଲକ୍ଷ 101ଜଣ ପାସ୍‌ କରିଛନ୍ତି । ବରଗଡ଼ ଜିଲ୍ଲାରୁ ସର୍ବାଧିକ 76.63 ପ୍ରତିଶତ ଓ ନବରଙ୍ଗପୁର ଜିଲ୍ଲାରୁ ସର୍ବନିମ୍ନ  44. 67 ପ୍ରତିଶତ ପିଲା ପାସ କରିଥିବା ସୂଚନା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସକାଳୁ ସକାଳୁ ଥରିଲା ପୃଥିବୀ: ୭.୪ ତୀବ୍ରତାର ଭୂମିକମ୍ପ ଯୋଗୁଁ ସୁନାମି ସତର୍କତା ଜାରି

October 10, 2025

ସ୍ୱଚ୍ଛତା ହିଁ ସେବା ୨୦୨୫ ଅଭିଯାନ: ସଫଳତାର ସହିତ ସଂପୂର୍ଣ୍ଣ

October 10, 2025

ଓମ୍ଫେଡକୁ ମିଳିଲା “ସବୁଠାରୁ ବିଶ୍ୱସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ବ୍ରାଣ୍ଡ” ପୁରଷ୍କାର

October 10, 2025

“ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଖାଦ୍ୟ ବାସ୍କେଟ ହେବ”- ଶିବରାଜ ସିଂହ

October 10, 2025
Latest News

ଭାରତ-ବ୍ରିଟେନ ମିଳିତ ବିବୃତ୍ତି

October 10, 2025

ସକାଳୁ ସକାଳୁ ଥରିଲା ପୃଥିବୀ: ୭.୪ ତୀବ୍ରତାର ଭୂମିକମ୍ପ ଯୋଗୁଁ ସୁନାମି ସତର୍କତା ଜାରି

October 10, 2025

ଟ୍ରମ୍ପଙ୍କ “ଶାନ୍ତି ଯୋଜନା” ପ୍ରଚାର ବିଫଳ!: ଗାଜା ଉପରେ ବୋମା ପକାଇଲା ଇସ୍ରାଏଲ, ୩୦ ମୃତ

October 10, 2025

ସ୍ୱଚ୍ଛତା ହିଁ ସେବା ୨୦୨୫ ଅଭିଯାନ: ସଫଳତାର ସହିତ ସଂପୂର୍ଣ୍ଣ

October 10, 2025

ଓମ୍ଫେଡକୁ ମିଳିଲା “ସବୁଠାରୁ ବିଶ୍ୱସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ବ୍ରାଣ୍ଡ” ପୁରଷ୍କାର

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.