Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେପ୍ଟେମ୍ବର 14ରୁ ମାଟ୍ରିକ ସପ୍ଲିମେଣ୍ଟାରୀ
ଆଜିର ଖବର

ସେପ୍ଟେମ୍ବର 14ରୁ ମାଟ୍ରିକ ସପ୍ଲିମେଣ୍ଟାରୀ

September 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର 14ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷୀ ଅନୁଷ୍ଠିତ ହେବ । ସେପ୍ଟେମ୍ବର 14ରୁ 24 ପର୍ଯ୍ୟନ୍ତ ମାଟ୍ରିକ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ତାଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ 22 ହଜାର 649 ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ଏହାଛଡ଼ା ଓପନ ସ୍କୁଲର 12 ହଜାର 939 ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ମାଟ୍ରିକ ପାଇଁ 153ଟି ଓ ଓପନ ସ୍କୁଲ ପାଇଁ 88ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରଗୁଡ଼ିକ ପ୍ରତିଦିନ ସାନିଟାଇଜ କରାଯିବ । ଏହାଛଡ଼ା ଭିଡ଼ ନହେବାକୁ ମଧ୍ୟ ବ୍ୟବସ୍ଥା କରାଯିବ । କୋଭିଡ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବ୍ୟାଙ୍କ ଗ୍ରାହକମାନଙ୍କୁ ଝଟକା: କେବଳ ୧୦,୦୦୦ ଟଙ୍କା ଉଠାଣ ସୀମା ସ୍ଥିର କଲା RBI

October 9, 2025

କଫ ସିରପ ଖାଇ ୨୦ ଶିଶୁଙ୍କ ମୃତ୍ୟୁ ପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଗିରଫ ହେଲେ କମ୍ପାନୀ ମାଲିକ

October 9, 2025

ଶ୍ରୀମୟୀ ମିଶ୍ର ବିଜେପି ନେତାଙ୍କ ସାଥୀରେ ଥିବା ଫଟୋ ହେଲା ଭାଇରାଲ, ଜୋରଦାର ହେଲା ଚର୍ଚ୍ଚା

October 9, 2025

ପ୍ରଥମ ଥର ଦିନିକିଆ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ୯ ଖେଳାଳି: ଅଧିନାୟକ ମଧ୍ୟ ସାମିଲ

October 9, 2025
Latest News

ଏହି ବ୍ୟାଙ୍କ ଗ୍ରାହକମାନଙ୍କୁ ଝଟକା: କେବଳ ୧୦,୦୦୦ ଟଙ୍କା ଉଠାଣ ସୀମା ସ୍ଥିର କଲା RBI

October 9, 2025

ରାଜସ୍ଥାନରେ ଧର୍ମାନ୍ତରୀକରଣ ଆଇନ ପାସ୍, ଜାଣନ୍ତୁ ଉଲ୍ଲଂଘନ କଲେ କ’ଣ ମିଳିବ ଦଣ୍ଡ?

October 9, 2025

କଫ ସିରପ ଖାଇ ୨୦ ଶିଶୁଙ୍କ ମୃତ୍ୟୁ ପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଗିରଫ ହେଲେ କମ୍ପାନୀ ମାଲିକ

October 9, 2025

ଶ୍ରୀମୟୀ ମିଶ୍ର ବିଜେପି ନେତାଙ୍କ ସାଥୀରେ ଥିବା ଫଟୋ ହେଲା ଭାଇରାଲ, ଜୋରଦାର ହେଲା ଚର୍ଚ୍ଚା

October 9, 2025

ପ୍ରଥମ ଥର ଦିନିକିଆ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ୯ ଖେଳାଳି: ଅଧିନାୟକ ମଧ୍ୟ ସାମିଲ

October 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.