Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍‌ଝୋତା ଏକ୍ସପ୍ରେସ୍‌  ବିସ୍ଫୋରଣ ମାମଲା : ନ୍ୟାୟବ୍ୟବସ୍ଥାକୁ ସମାଲୋଚନା କଲେ କପିଲ୍‌ ସିବଲ୍‌
ଆଜିର ଖବର

ସମ୍‌ଝୋତା ଏକ୍ସପ୍ରେସ୍‌  ବିସ୍ଫୋରଣ ମାମଲା : ନ୍ୟାୟବ୍ୟବସ୍ଥାକୁ ସମାଲୋଚନା କଲେ କପିଲ୍‌ ସିବଲ୍‌

March 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
kapil sibal slams on samjhota case
kapil sibal slams on samjhota case

କଂଗ୍ରେସ ନେତା କପିଲ୍‌ ସିବଲ୍‌ ସମ୍‌ଝୋତା ଏକ୍ସପ୍ରେସ୍‌ ବମ୍‌ ବିସ୍ଫୋରଣ ମାମଲାର ଶୁଣାଣିକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ବିସ୍ଫୋରଣରେ ୬୮ଜଣଙ୍କ ମୃତ୍ୟୁ ହୋଇଥିଲା । ଏନ୍‌ଆଇଏ ୮ଜଣ ଅଭିଯୁକ୍ତଙ୍କୁ ଦୋଷୀ ଅଭିହିତ କରିଥିଲେ । କିନ୍ତୁ ଏହି ମାମଲାର ଶୁଣାଣୀରେ ସମସ୍ତ ଦୋଷୀଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଦିଆଯାଇଛି । ଏହାକୁ ନେଇ କପିଲ୍‌ ସିବଲ୍‌ ଭାରତୀୟ ନ୍ୟାୟିକ ପ୍ରକ୍ରିୟାକୁ ସମାଲୋଚନା କରିବା ସହ କହିଛନ୍ତି ଯେ, ଏହି ମାମଲାର ଶୁଣାଣୀ ପାଇଁ ଅପରାଧିକ ନ୍ୟାୟ ପ୍ରଣାଳୀ ପାଇଁ ଗର୍ବ କରିବା ଉଚିତ୍‌ । ୨୦୦୭ ଫେବୃୟାରୀ ୧୮ରେ ହରିୟାଣାର ପାନିପତ୍‌ ନିକଟରେ ସମ୍‌ଝୌତା ଏକ୍ସପ୍ରେସ ଟ୍ରେନ୍‌ ଅମୃତସରର ଅଟ୍ଟାରି ଅଭିମୁଖେ ଆସୁଥିବାବେଳେ ସେଥିରେ ବିସ୍ଫୋରଣ ଘଟିଥିଲା। ଏଥିରେ ୬୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଅଧିକାଂଶ ଯାତ୍ରୀ ପାକିସ୍ତାନୀ ଥିଲେ । ଏହି ମାମଲାର ଶୁଣାଣୀରେ ଏକ ସ୍ବତନ୍ତ୍ର ଅଦାଲତ ବୁଧବାର ଦିନ ମୁଖ୍ୟ ଅଭିଯୁକ୍ତ ସ୍ବାମୀ ଅସୀମାନନ୍ଦଙ୍କ ସମେତ ଅନ୍ୟ ୩ ଜଣଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025

ତୃତୀୟ ନନ୍ଦ କିଶୋର ପଟ୍ଟନାୟକ ସ୍ମାରକୀ ଅଲ୍ ଓଡିଶା ମହିଳା ଫୁଟବଲ ପ୍ରତିଯୋଗିତା

October 20, 2025
Latest News

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025

ଅଧର୍ମ, କୁଧର୍ମ ଓ ପରଧର୍ମ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ? ଏହି ପୌରାଣିକ କଥାରୁ ବୁଝନ୍ତୁ ବିବିଧତା

October 20, 2025

ତୃତୀୟ ନନ୍ଦ କିଶୋର ପଟ୍ଟନାୟକ ସ୍ମାରକୀ ଅଲ୍ ଓଡିଶା ମହିଳା ଫୁଟବଲ ପ୍ରତିଯୋଗିତା

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.