Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଅ ଦଫା ଦାବି ନେଇ ବାଣପୁର-ବାଲୁଗାଁ-ଟାଙ୍ଗୀ ଇଲେକ୍ଟ୍ରିକାଲ କର୍ମଚାରୀଙ୍କ ଧାରଣା
ଆଜିର ଖବର

ନଅ ଦଫା ଦାବି ନେଇ ବାଣପୁର-ବାଲୁଗାଁ-ଟାଙ୍ଗୀ ଇଲେକ୍ଟ୍ରିକାଲ କର୍ମଚାରୀଙ୍କ ଧାରଣା

September 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ 

ଚିଲିକା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଇଲେକ୍ଟ୍ରିକାଲ ଡିଭିଜନ (ଟି.ପି.ସି.ଓ.ଡ଼ି.ଏଲ) କାର୍ଯ୍ୟାଳୟ ସମ୍ମୁଖରେ ନଅ ଦଫା ଦାବି ନେଇ ଇଲେକ୍ଟ୍ରିକାଲ କର୍ମଚାରୀ ସଂଘ (ମିଟର ରିଡିଙ୍ଗ ଓ କଲେକ୍ସନ ) କରୋନା କଟକଣାର ସମସ୍ତ ସତର୍କତା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଦୀର୍ଘଦିନ ଧରି ବାଲୁଗାଁ, ବାଣପୁର ସମେତ ଟାଙ୍ଗୀ ଅଞ୍ଚଳର କାର୍ଯ୍ୟରତ କର୍ମଚାରୀମାନେ ସ୍ୱଳ୍ପ ଆଧାରରେ ବେତନ ପାଉଥିବାରୁ ବର୍ତ୍ତମାନ ସୁଦ୍ଧା ସେଥିରେ କୌଣସି ପରିବର୍ତ୍ତନ ନଆଣିବା ତଥା କାର୍ଯ୍ୟ ସମ୍ବନ୍ଧୀୟ ସରକାରୀ ସ୍ତରରେ କୌଣସି ସୁବିଧା ନମିଳିବା ଯାହାକି ପ୍ରତ୍ୟେକ ମାସରେ ଦରମା ନମିଳିବା, ପ୍ରୋଭିଡେଣ୍ଟ ଫଣ୍ଡରେ ଅନ୍ତର୍ଭୁକ୍ତ ନକରିବା, ମାସିକ ବେତନ ପ୍ରଣାମପତ୍ର ନମିଳିବା, କୁଶଳୀ କର୍ମଚାରୀ ହିସାବରେ ପରିଗଣିତ ନହେବା, ଠିକା କର୍ମଚାରୀ ପୂର୍ବରୁ ପ୍ରତ୍ୟେକ୍ଷ ଭାବେ ଟି.ପି.ସି.ଓ.ଡ଼ି.ଏଲର ସ୍ଥାୟୀ କର୍ମଚାରୀ ନିଯୁକ୍ତି, ବିନା କାରଣରେ କାର୍ଯ୍ୟରୁ ନିଲମ୍ବନ କରିବାର ଧମକ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ବଦଳରେ ଯୁବ ପିଢ଼ିର କୁଶଳୀ କର୍ମଚାରୀ ଙ୍କୁ କାର୍ଯ୍ୟରେ ନିଯୁକ୍ତି ଦେବା ଇତ୍ୟାଦି ଦାବି ନେଇ ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ଡିଭିଜନ ର ନିର୍ବାହୀ ଅଧିକାରୀ ଶ୍ରୀ ଜିତେନ୍ଦ୍ର ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଏଥିସହିତ ଉକ୍ତ ଦାବିପତ୍ରର ନକଲ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ ଓଡିଶା, ଶ୍ରମ କମିଶନର ଓଡିଶା, ଚିଲିକା, ଖୋର୍ଦ୍ଧା ଏବଂ ରଣପୁର ବିଧାୟକ ଏବଂ ୫-ଟି ସଚିବଙ୍କ ନିକଟକୁ ପଠାଇଛନ୍ତି। ଯଥାଶୀଘ୍ର ଏହାର ସମାଧାନ ନକରାଗଲେ ଆଗାମୀଦିନରେ ଆମରଣ ଅନଶନ କରିବା ପାଇଁ ସମ୍ପୃକ୍ତ ଇଲେକ୍ଟ୍ରିକାଲ କର୍ମଚାରୀ ସଂଘ ଚେତାବନୀ ଦେଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତର-ପୂର୍ବାଞ୍ଚଳର ଅଗ୍ରଗତି ଉପରେ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

September 13, 2025

ଗ୍ରେଟ୍‌ ନିକୋବାର ପ୍ରକଳ୍ପ ଉପରେ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

September 13, 2025

ନବନିର୍ମିତ ପାଟଣାଗଡ କୃଷି ଭବନର ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ

September 13, 2025

୪୦୦ତମ ଏପିସୋଡରେ ପହଞ୍ଚିଲା ମେଗା ଧାରାବାହିକ,’ତୁମ ବିନା’

September 13, 2025
Latest News

ଉତ୍ତର-ପୂର୍ବାଞ୍ଚଳର ଅଗ୍ରଗତି ଉପରେ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

September 13, 2025

ଗ୍ରେଟ୍‌ ନିକୋବାର ପ୍ରକଳ୍ପ ଉପରେ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

September 13, 2025

ନବନିର୍ମିତ ପାଟଣାଗଡ କୃଷି ଭବନର ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ

September 13, 2025

୪୦୦ତମ ଏପିସୋଡରେ ପହଞ୍ଚିଲା ମେଗା ଧାରାବାହିକ,’ତୁମ ବିନା’

September 13, 2025

ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ଜଟିଳ କ୍ୟାନ୍ସର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ

September 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.