Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାର ନିର୍ବାଚନ ପାଇଁ ମୁମ୍ବାଇରୁ ପାର୍ସଲ ହେବ ପ୍ରସଙ୍ଗ : ସଞ୍ଜୟ ରାଓ୍ବତ
ଆଜିର ଖବର

ବିହାର ନିର୍ବାଚନ ପାଇଁ ମୁମ୍ବାଇରୁ ପାର୍ସଲ ହେବ ପ୍ରସଙ୍ଗ : ସଞ୍ଜୟ ରାଓ୍ବତ

September 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଶିବସେନା ନେତା ସଞ୍ଜୟ ରାଓ୍ବତ କଡ୍ଡା ଟିପ୍ପଣୀ ରଖିଛନ୍ତି । ସଞ୍ଜୟ କହିଛନ୍ତି ଯେ, ଯଦି ବିହାରରେ ପର୍ଯ୍ୟାପ୍ତ ପରିମାଣରେ ପ୍ରସଙ୍ଗ ନାହିଁ, ତେବେ ମୁମ୍ବାଇରୁ କିଛି ପ୍ରସଙ୍ଗ ପାର୍ସଲ କରାଯାଇପାରିବ । ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟକୁ ନେଇ ବିହାରରେ ରାଜନୀତି କରାଯାଉଥିବା ନେଇ ସଞ୍ଜୟ ଟାର୍ଗେଟ କରିଛନ୍ତି । ସୁଶାନ୍ତ ବିହାରର ବାସିନ୍ଦା ଥିଲେ ।

ବିହାରରେ ନିର୍ବାଚନ ବିକାଶ, ଆଇନ କାନୁନ ବ୍ୟବସ୍ଥା ତଥା ସୁଶାସନ ଉପରେ ଲଢାଯିବା ଉଚିତ୍‌ । କିନ୍ତୁ ଯଦି ସେଠାରେ ସବୁ ପ୍ରସଙ୍ଗ ସରିଯିବ, ତେବେ ମୁମ୍ବାଇରୁ କିଛି ପ୍ରସଙ୍ଗ ପାର୍ସଲ କରାଯିବ ।

ଜୁନ୍‌ 14ରେ ମୁମ୍ବାଇ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ ସୁଶାନ୍ତ ସିଂ ରାଜପୁତ୍‌ । ସୁଶାନ୍ତଙ୍କ ମୃତ୍ୟକୁ ନେଇ ବିହାର ଓ ମହାରାଷ୍ଟ୍ର ପୋଲିସ୍‌ ବିଭାଗ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ପୋଲିସ୍‌ ସହଯୋଗ କରୁନଥିବାର ଅଭିଯୋଗ କରିଥିଲେ । ଅପରପକ୍ଷରେ ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଭିଆରଏସ୍‌ ନେବା ପରେ ରାଜନୀତିରେ ପ୍ରବେଶ କରୁଥିବାନେଇ ଚର୍ଚ୍ଚା ମଧ୍ୟ ସୃଷ୍ଟି ହୋଇଛନ୍ତି ।

ସୂଚନାଯୋଗ୍ୟ, ତିନୋଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର 28, ନଭେମ୍ବର 3 ଓ ନଭେମ୍ବର 7 ତାରିଖରେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବ ବୋଲି ଗତକାଲି ନିର୍ବାଚନ କମିଶନର ଘୋଷଣା କରିଛନ୍ତି । (ଏଜେନ୍ସି)

biharelection
Share. Facebook Twitter LinkedIn Email WhatsApp Copy Link

Related Posts

ଶସ୍ତା ହେବାକୁ ଯାଉଛି ଇଲେକ୍ଟ୍ରିକ୍ କାର!: ନୀତିନ ଗଡକରୀ କଲେ ଘୋଷଣା, ଜାଣନ୍ତୁ କେବେ ମିଳିବ ଲାଭ?

October 7, 2025

ଆପଣଙ୍କ ଆକାଉଣ୍ଟରେ ଜମା ହେବ କି କିଷାନ ସମ୍ମାନ ନିଧିର 2000 ଟଙ୍କା?: ତୁରନ୍ତ କରନ୍ତୁ ଯାଞ୍ଚ

October 7, 2025

ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

October 7, 2025

ପୁଣି ଆଉ 25% ଶୁଳ୍କ  ଲାଗୁ କଲେ ଟ୍ରମ୍ପ: ଜାଣନ୍ତୁ କେଉଁ ଦେଶଗୁଡିକ ହେବେ ପ୍ରଭାବିତ?

October 7, 2025
Latest News

ଶସ୍ତା ହେବାକୁ ଯାଉଛି ଇଲେକ୍ଟ୍ରିକ୍ କାର!: ନୀତିନ ଗଡକରୀ କଲେ ଘୋଷଣା, ଜାଣନ୍ତୁ କେବେ ମିଳିବ ଲାଭ?

October 7, 2025

ଆପଣଙ୍କ ଆକାଉଣ୍ଟରେ ଜମା ହେବ କି କିଷାନ ସମ୍ମାନ ନିଧିର 2000 ଟଙ୍କା?: ତୁରନ୍ତ କରନ୍ତୁ ଯାଞ୍ଚ

October 7, 2025

ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

October 7, 2025

ପୁଣି ଆଉ 25% ଶୁଳ୍କ  ଲାଗୁ କଲେ ଟ୍ରମ୍ପ: ଜାଣନ୍ତୁ କେଉଁ ଦେଶଗୁଡିକ ହେବେ ପ୍ରଭାବିତ?

October 7, 2025

ଅନ୍ତର୍ଜାତୀୟ ସ୍ତରରେ ପୁଣି ଅପମାନିତ ହେଲା ପାକିସ୍ତାନ: ଭାରତ ଦେଲା କଡା ଜବାବ

October 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.