Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାର ରାଜନୀତିରେ ନୂଆ ଚେହେରା ପୁଷ୍ୟମ୍‌ ପ୍ରିୟା ଚୌଧୁରୀ, ଜାଣନ୍ତୁ ସେ କିଏ ଓ କ’ଣ ରହିଛି ତାଙ୍କର ରଣନୀତି
ଆଜିର ଖବର

ବିହାର ରାଜନୀତିରେ ନୂଆ ଚେହେରା ପୁଷ୍ୟମ୍‌ ପ୍ରିୟା ଚୌଧୁରୀ, ଜାଣନ୍ତୁ ସେ କିଏ ଓ କ’ଣ ରହିଛି ତାଙ୍କର ରଣନୀତି

September 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାଟନା : ବିହାର ନିର୍ବାଚନୀ ବିଗୁଲ୍‌ ବାଜି ସାରିଛି । ସମସ୍ତ ଦଳ ନିଜ ନିଜ ସ୍ତରରେ ଶାସନ ହାତେଇବା ପାଇଁ ଅଣ୍ଟା ଭିଡି ସାରିଲେଣି । ବିହାର ବିଧାନସଭା ରାଜନୀତିରେ ଏବେ ଏକ ନୂଆ ନାମ ଚର୍ଚ୍ଚାକୁ ଆସିଛି । ଏହି ନାମଟି ହେଉଛି ପୁଷ୍ପ୍ୟମ୍‌ ପ୍ରିୟା ଚୌଧୁରୀ । ଛ’ ମାସ ପୂର୍ବରୁ କେହି ଏହି ନାଁକୁ ଜାଣିନଥିବାବେଳେ ଏବେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ନାମ ହେଉଛି ପୁଷ୍ୟମ୍‌ ପ୍ରିୟା ଚୌଧୁରୀ । ବିହାରର ରାଜନୈତିକ ସରଗରମ ଭିତରେ ଏବେ ଏକ ନୂଆ ଦଳ ‘ପ୍ଲୁରାଲ୍ସ’ ମୁଣ୍ଡ ଟେକିଛି । ବିହାରର ମୁ୍‌ଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପୁଷ୍ପ୍ୟମ୍‌ ପ୍ରିୟା ଚୌଧୁରୀ ‘ପ୍ଲୁରାଲ୍ସ’ ଦଳ ତରଫରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏଥିପାଇଁ ସେ ତୃଣମୂଳସ୍ତରରେ ମଧ୍ୟ ବହୁ କଡା ପରିଶ୍ରମ କରୁଛନ୍ତି ।

କିଏ ଏହି ପୁଷ୍ୟମ୍‌ ପ୍ରିୟା ଚୌଧୁରୀ ?

ଦରଭଙ୍ଗା ଜିଲ୍ଲା ନିବାସୀ ପୁଷ୍ୟମ୍‌ ଜେଡିୟୁ ନେତା ତଥା ପୂର୍ବତନ ଏମ୍‌ଏଲ୍‌ସି ବିନୋଦ ଚୌଧୁରୀଙ୍କ ପୁତ୍ରୀ ହେଉଛନ୍ତି ପୁଷ୍ୟମ୍‌ ପ୍ରିୟା ଚୌଧୁରୀ । ବିଶ୍ବ ପ୍ରସିଦ୍ଧ ଲଣ୍ଡନ ସ୍କୁଲ ଅଫ୍‌ ଇକ୍‌ନୋମିକ୍ସରୁ ପବ୍ଲିକ୍‌ ଆଡିମିନିଷ୍ଟ୍ରେସନ୍‌ରେ ମାଷ୍ଟର ଡିଗ୍ରୀ ହାସଲ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନକରିଥିବା ପୁଷ୍ୟମ୍‌ ପ୍ରିୟା ପ୍ଲୁରାଲ୍‌ ଦଳର ସଭାପତି ରହିଛନ୍ତି । ତାଙ୍କଦଳର ଲୋଗୋ ରେ ରହିଛି ପକ୍ଷ ଥିବା ଏକ ଘୋଡା । ତାଙ୍କ ଲୋଗା ଜରିଆରେ ସେ ବିହାର ରାଜ୍ୟରେ ପକ୍ଷ ଲଗାଇ ବିକାଶର ଦୌଡ଼ରେ ଆଗେଇନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ପୁ୍ଷ୍ୟମ୍ ପ୍ରିୟା ମାର୍ଚ୍ଚ ମାସରୁ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଜିଲ୍ଲା ‘ନାଲନ୍ଦା’ରୁ ଜନସମ୍ପର୍କ ଅଭିଯାନ ଆରମ୍ଭ କରି ନିଜ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ପୁଷ୍ୟମ୍‌ ପ୍ରିୟା ଲୋକଙ୍କ ସହ ସାକ୍ଷାତ କରି ସେହି ଅଞ୍ଚଳର ସ୍କୁଲ, ହସ୍ପିଟାଲ ଓ ରାସ୍ତା ସମ୍ପର୍କରେ ବୁଝୁଛନ୍ତି । ଦଳରେ ନୂତନସଦସ୍ୟତା ଗ୍ରହଣ କରୁଥିବାବେଳେ ଲୋକଙ୍କୁ ସାକ୍ଷାତ କରି ଦଳ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି ପୁଷ୍ୟମ୍‌ ପ୍ରିୟା ।

ଚଳିତ ନିର୍ବାଚନରେ ପୁଷ୍ୟମ୍‌ ପ୍ରିୟାଙ୍କ ଦଳ ସମସ୍ତ 243ଟି ଆସନରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । କେବଳ ବିକାଶର ଲକ୍ଷ୍ୟ ନେଇ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବୋଲି ଦଳ ତରଫରୁ ଘୋଷଣା କରାଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ନିର୍ବାଚନ: ଆଦର୍ଶ ଆଚରଣ ସଂହିତାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଇସିଆଇଙ୍କ ନିର୍ଦ୍ଦେଶ

October 8, 2025

ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 8, 2025

ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍: ମୂଲ୍ୟ ମାତ୍ର ୭୯୯ ଟଙ୍କା

October 8, 2025

GST ହ୍ରାସ ପରେ 7,731 ଟଙ୍କା ଶସ୍ତା ହେଲା TVS Jupiter 125: ଜାଣନ୍ତୁ ଆଜିର ମୂଲ୍ୟ

October 8, 2025
Latest News

ବିହାର ନିର୍ବାଚନ: ଆଦର୍ଶ ଆଚରଣ ସଂହିତାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଇସିଆଇଙ୍କ ନିର୍ଦ୍ଦେଶ

October 8, 2025

ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 8, 2025

ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍: ମୂଲ୍ୟ ମାତ୍ର ୭୯୯ ଟଙ୍କା

October 8, 2025

GST ହ୍ରାସ ପରେ 7,731 ଟଙ୍କା ଶସ୍ତା ହେଲା TVS Jupiter 125: ଜାଣନ୍ତୁ ଆଜିର ମୂଲ୍ୟ

October 8, 2025

ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.