Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»49ଟି ସନ୍ତାନର ବାପା ହେଉଛନ୍ତି ଜଣେ 89 ବର୍ଷୀୟ ଡାକ୍ତର, ମୃତ୍ୟୁ ପରେ ସାମ୍ନାକୁ ଆସିଲା ସତ୍ୟ
ଆଜିର ଖବର

49ଟି ସନ୍ତାନର ବାପା ହେଉଛନ୍ତି ଜଣେ 89 ବର୍ଷୀୟ ଡାକ୍ତର, ମୃତ୍ୟୁ ପରେ ସାମ୍ନାକୁ ଆସିଲା ସତ୍ୟ

September 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନେଦରଲ୍ୟାଣ୍ଡ : ଜଣେ ଲୋକ କେତୋଟି ସନ୍ତାନର ଜନକ ହୋଇପାରିବେ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ 89 ବର୍ଷୀୟ ଡାକ୍ତର ତାଙ୍କ ଜୀବନକାଳ ମଧ୍ୟରେ 60ଟି ସନ୍ତାନର ଜନକ ହୋଇଛନ୍ତି । ତେବେ ଏହା କେବଳ ଜଣେ ମହିଳାଙ୍କଠାରୁ ଜନ୍ମିତ ସନ୍ତାନଙ୍କର ପିତା ହୋଇନାହାନ୍ତି । ବରଂ ଭିନ୍ନ ଭିନ୍ନ ମହିଳାଙ୍କଠାରୁ ଜନ୍ମିତ ସନ୍ତାନଙ୍କର ପିତା ହୋଇଛନ୍ତି ସମ୍ପୃକ୍ତ ଡାକ୍ତର ଜଣକ । ଡିଏନ୍‌ଏ ରିପୋର୍ଟରୁ ଏହି ଘଟଣା ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ, କିଛି ଦମ୍ପତି ସନ୍ତାନ ଜନ୍ମ ନ କରିବାର କାରଣରୁ ଆଇଭିଏଫ୍‌ର ସାହାରା ନେଇଥା’ନ୍ତି । ତେବେ ସମ୍ପୃକ୍ତ ଡାକ୍ତର  ଜଣକ ଏହି ଆଇଭିଏଫ୍‌ର ଫାଇଦା ଉଠାଇ ଲୋକଙ୍କୁ ଠକିଥିବାର ଅଭିଯୋଗ ହୋଇଛି । ନେଦରଲ୍ୟାଣ୍ଡରେ ଏକ ଆଇଭିଏଫ୍‌ କ୍ଲିନିକ୍‌ରେ ମହିଳାଙ୍କ ସହିତ ବଡ ଠକାମୀ ହୋଇଥିବାର ଖବର ସାମ୍ନାକୁ ଆସିଛି ।

ଏହି କ୍ଲିନିକ୍‌ର ଜଣେ ଡାକ୍ତର 49 ମହିଳାଙ୍କୁ ଗର୍ଭବତୀ କରାଇବାରେ ନିଜ ସ୍ପର୍ମର ବ୍ୟବହାର କରି ସନ୍ତାନ ଜନ୍ମ କରାଇଥିଲେ । ତେବେ ସମ୍ପୃକ୍ତ ଡାକ୍ତରଜଣକ ଆଉ ଜୀବିତାବସ୍ଥାରେ ନଥିବାର ସୂଚନା ରହିଛି ।

ଜନ୍‌ କାରବାତ୍‌ ନାମ ଏହି ଡାକ୍ତରଜଣଙ୍କର 2017 ମସିହାରେ ମୃତ୍ୟୁ ହୋଇଛି । ଏହାପରେ କୋର୍ଟଙ୍କ ଆଦେଶନୁସାରେ ଅଭିଭାବକଙ୍କୁ ଡାକ୍ତରଙ୍କର ଡିଏନ୍‌ଏଟ ଟେଷ୍ଟ ରିପୋର୍ଟ ଦିଆଯାଇଛି । ଯାହା ଦ୍ବାରା ଜଣାପଡିଛି ଯେ, ଡାକ୍ତର ଜଣକ ସ୍ପର୍ମ ଡୋନର୍‌ଙ୍କ ବଦଳରେ ନିଜ ସ୍ପର୍ମର ବ୍ୟବହାର କରିଛନ୍ତି । 49ଜଣ ସନ୍ତାନଙ୍କ ସହିତ ଉକ୍ତ ଡାକ୍ତରଙ୍କ ସ୍ପର୍ମ ମେଳ ଖାଉଥିବାର ଜଣାପଡିଛି । ତେବେ ମୃତ୍ୟୁ ପୂର୍ବରୁ ଡାକ୍ତର ଜଣକ 60ଟି ସନ୍ତାନର ପିତା ହୋଇଥିବାର କହିଥିଲେ । ତେବେ 2009 ମସିହାରେ ଉକ୍ତ କ୍ଲିନିକ୍‌ ଉପରେ ଅନିୟମିତତାର ଅଭିଯୋଗ ରହିଥିଲା । ଏହାପରେ ଉକ୍ତ କ୍ଲିନିକ୍‌ ବନ୍ଦ ହୋଇଯାଇଥିଲା । ଉକ୍ତ ଡାକ୍ତର ଜଣକ ଡୋନର୍‌ଙ୍କ ସ୍ପର୍ମକୁ ମିଶାଉଦେଉଥିବାର ଅଭିଯୋଗ ରହିଥିଲା । ତେବେ ମୃତ୍ୟୁର ଏତେ ବର୍ଷ ପରେ ଉକ୍ତ ଡାକ୍ତରଙ୍କର ସତ୍ୟତା ସାମ୍ନାକୁ ଆସିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ

October 8, 2025

ବିହାର ନିର୍ବାଚନରେ ​​NDAର ମୁଖ୍ୟମନ୍ତ୍ରୀ ଚେହରା କିଏ?: ସ୍ପଷ୍ଟ କଲେ ଗିରିରାଜ ସିଂହ

October 8, 2025

ସୀମା ନିକଟରେ ବଡ଼ ଆକ୍ରମଣ: ୧୧ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

October 8, 2025

୧୦ ରୁ ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ: ଦିଲ୍ଲୀରେ ଭଲ ନାହିଁ ଟିମ୍ ଇଣ୍ଡିଆର ରେକର୍ଡ

October 8, 2025
Latest News

ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ

October 8, 2025

ବିହାର ନିର୍ବାଚନରେ ​​NDAର ମୁଖ୍ୟମନ୍ତ୍ରୀ ଚେହରା କିଏ?: ସ୍ପଷ୍ଟ କଲେ ଗିରିରାଜ ସିଂହ

October 8, 2025

ସୀମା ନିକଟରେ ବଡ଼ ଆକ୍ରମଣ: ୧୧ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

October 8, 2025

୧୦ ରୁ ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ: ଦିଲ୍ଲୀରେ ଭଲ ନାହିଁ ଟିମ୍ ଇଣ୍ଡିଆର ରେକର୍ଡ

October 8, 2025

ପୁଣି ଥରେ ଜେଡିୟୁକୁ ଝଟକା ଦେବେ କି ଚିରାଗ ପାସୱାନ?: ଦେଲେ ଏଭଳି ସଂକେତ!

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.