Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ 63ଲକ୍ଷ ଟପିଲା କରୋନା କେସ୍‌ : ଦିନକରେ 86 ହଜାରରୁ ଉର୍ଦ୍ଧ୍ବ ନୂତନ କେସ୍‌, 1181 ମୃତ
ଆଜିର ଖବର

ଦେଶରେ 63ଲକ୍ଷ ଟପିଲା କରୋନା କେସ୍‌ : ଦିନକରେ 86 ହଜାରରୁ ଉର୍ଦ୍ଧ୍ବ ନୂତନ କେସ୍‌, 1181 ମୃତ

October 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି 86 ହଜାର 821 ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 63ଲକ୍ଷ 12 ହଜାର 585କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଲକ୍ଷେ ମୁହାଁ କରୋନା ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ 1181ଜଣଙ୍କ ଜୀବନ ନେଇଥିବାବେଳେ ମୋଟ୍‌ ମୃତ୍ୟୁ ସଂଖ୍ୟା 98 ହଜାର 678କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା 52 ଲକ୍ଷ 73 ହଜାର 202କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 9 ଲକ୍ଷ 40 ହଜାର 705 ଜଣ । ମହାରାଷ୍ଟ୍ରରୁ ସର୍ବାଧିକ 18 ହଜାର 317 ଆକ୍ରାନ୍ତଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକରୁ 8 ହଜାର 856 ଜଣ, ଆନ୍ଧ୍ରପ୍ରଦେଶରୁ 6 ହଜାର 133ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । (ଏଜେନ୍ସି)

କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ

October 8, 2025

ବିହାର ନିର୍ବାଚନରେ ​​NDAର ମୁଖ୍ୟମନ୍ତ୍ରୀ ଚେହରା କିଏ?: ସ୍ପଷ୍ଟ କଲେ ଗିରିରାଜ ସିଂହ

October 8, 2025

ସୀମା ନିକଟରେ ବଡ଼ ଆକ୍ରମଣ: ୧୧ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

October 8, 2025

୧୦ ରୁ ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ: ଦିଲ୍ଲୀରେ ଭଲ ନାହିଁ ଟିମ୍ ଇଣ୍ଡିଆର ରେକର୍ଡ

October 8, 2025
Latest News

ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ

October 8, 2025

ବିହାର ନିର୍ବାଚନରେ ​​NDAର ମୁଖ୍ୟମନ୍ତ୍ରୀ ଚେହରା କିଏ?: ସ୍ପଷ୍ଟ କଲେ ଗିରିରାଜ ସିଂହ

October 8, 2025

ସୀମା ନିକଟରେ ବଡ଼ ଆକ୍ରମଣ: ୧୧ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

October 8, 2025

୧୦ ରୁ ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ: ଦିଲ୍ଲୀରେ ଭଲ ନାହିଁ ଟିମ୍ ଇଣ୍ଡିଆର ରେକର୍ଡ

October 8, 2025

ପୁଣି ଥରେ ଜେଡିୟୁକୁ ଝଟକା ଦେବେ କି ଚିରାଗ ପାସୱାନ?: ଦେଲେ ଏଭଳି ସଂକେତ!

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.