Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦାନ୍ତ ସଫା କରୁ କରୁ ଯୁବକ ଗିଳିଦେଲେ ବ୍ରଶ୍‌ , ତା’ପରେ ଜାଣନ୍ତୁ କ’ଣ ହେଲା
ଆଜିର ଖବର

ଦାନ୍ତ ସଫା କରୁ କରୁ ଯୁବକ ଗିଳିଦେଲେ ବ୍ରଶ୍‌ , ତା’ପରେ ଜାଣନ୍ତୁ କ’ଣ ହେଲା

October 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅରୁଣାଚଳପ୍ରଦେଶ : ଦାନ୍ତ ସଫା କରିବା ପାଇଁ ଆମେ ବ୍ରସ୍‌ର ବ୍ୟବହାର କରିଥାଉ। ଅରୁଣାଚଳପ୍ରେଦଶର ଜଣେ 24 ବର୍ଷୀୟ ଯୁବକ ଦାନ୍ତ ସଫା କରୁ କରୁ ଦାନ୍ତ ଘଷା ବ୍ରସ୍‌ଟିକୁ ଗିଳି ଦେଇଥିଲେ । 19ସେଣ୍ଟିମିଟର ବ୍ରସ୍‌ ଜରିଆରେ ଜିଭ ସଫା ସଫା କରୁ କରୁ ବ୍ରସ୍‌ଟି ଖସି ପେଟ ଭିତରକୁ ଚାଲି ଯାଇଥିଲା । ତା’ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କର ଏକ୍ସରେ ଜରିଆରେ ବ୍ରସ୍‌ଟି ପେଟ ଭିତରେ ଥିବା ଜାଣିପାରିଥିଲେ । ଏହାପରେ ଏକ ସର୍ଜରୀ କରି ବ୍ରସ୍‌ଟିକୁ ପେଟ ଭିତରକୁ କାଢିବାରେସକ୍ଷମ ହୋଇଥିଲେ ।

ତେବେ ବ୍ରସ୍‌ଟି ପେଟ ଭିତରେ ରହିଥିବାବେଳେ ବେଳେ କୌଣସି ଦରଜ ହୋଇନଥିଲା । ତେବେ ପେଟର ଉପର ଭାଗରେ କିଛି ଅସହଜ ଅନୁଭୂତ ହେଉଥିଲା ବୋଲି ଯୁବକ ଜଣକ କହିଛନ୍ତି । ତେବେ ଡାକ୍ତର ଏକ ଛୋଟ ଅପରେସନ୍‌ ଜରିଆରେ ବ୍ରସ୍‌ଟିକୁ ବାହାର କରିଥିବାର ସଫଳ ହୋଇଥିଲେ । ତେବେ ବ୍ରସ୍‌ଟି ପେଟ ଭିତରକୁ ଚାଲିଯିବା ଦ୍ବାରା ପେଟର ଅନ୍ତଃସ୍ଥଳରେ କୌଣସି ପ୍ରକାରର କ୍ଷତି ହୋଇନାହିଁ କିମ୍ବା ଇନଫେକ୍ସନ୍‌ ମଧ୍ୟ ହୋଇନାହିଁ । ଏହି ଘଟଣା ସେପ୍ଟେମ୍ବର 15 ତାରିଖରେ ଘଟିଥିବାବେଳେ ଏହି ଘଟଣାର ଚର୍ଚ୍ଚା ଏପର୍ଯ୍ୟନ୍ତ ଚାଲି ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026
Latest News

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.