Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନ୍‌ସିଆରବି ରିପୋର୍ଟକୁ ନେଇ ବିଧାନସଭା ସରଗରମ
ଆଜିର ଖବର

ଏନ୍‌ସିଆରବି ରିପୋର୍ଟକୁ ନେଇ ବିଧାନସଭା ସରଗରମ

October 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସନ୍ତା 29 ତାରିଖରୁ ଆରମ୍ଭ ହେବ ବିଧାନସଭାର ଆଠ ଦିନିଆ ମୌସୁମୀ ଅଧିବେସନ, ରବିବାରରେ ଖୋଲା

ଭୁବନେଶ୍ବର : ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଆଜି ବିଧାନସଭା ଗୃହ ସରଗରମ ରହିଛି । ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅସଦାଚରଣ ଘଟଣାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ସାଇବର କ୍ରାଇମରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଏହା ରାଜ୍ୟ ପାଇଁ ଲଜ୍ଜା ବୋଲି କହିଛନ୍ତି ନରସିଂହ । ସେପଟେ ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । କରୋନା ସ୍ଥିତିରେ ଦର ବଢ଼ାଇବା ଅନୁଚିତ ବୋଲି କହିଛନ୍ତି ସୁର ରାଉତରାୟ । ସେହିପରି ରାଜ୍ୟରେ ମନ୍ଦିର ଖୋଲିବାକୁ ମଧ୍ୟ ଦାବି ରଖିଛନ୍ତି ସୁର ରାଉତରାୟ । ଅନ୍ୟ ରାଜ୍ୟରେ ମନ୍ଦିର ଖୋଲିଲାଣି ତେଣୁ ଓଡ଼ିଶାରେ ସବୁ ମନ୍ଦିର ଖୋଲିବା ପାଇଁ ଗୃହରେ ଦାବି ରଖିଛନ୍ତି ସୁର । ଅପରପକ୍ଷରେ ବଲାଙ୍ଗିରରେ କୋଭିଡ ସେଂଟରେ ମହିଳାଙ୍କୁ ଡାକ୍ତରଙ୍କ ଅସଦାଚରଣ ପ୍ରସଙ୍ଗରେ ଗୃହରେ ରୁଲିଂ ରଖିଲେ ବାଚସ୍ପତି । ଘଟଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୁଧ୍ୟାନ କରିବା ପାଇଁ ରୁଲିଂ ଦିଆଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସୀମା ନିକଟରେ ବଡ଼ ଆକ୍ରମଣ: ୧୧ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

October 8, 2025

୧୦ ରୁ ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ: ଦିଲ୍ଲୀରେ ଭଲ ନାହିଁ ଟିମ୍ ଇଣ୍ଡିଆର ରେକର୍ଡ

October 8, 2025

ଆଲିଆ ଭଟ୍ଟଙ୍କୁ କାହିଁକି କ୍ଷମା ମାଗିଲେ ପ୍ରିୟଙ୍କା ଗାନ୍ଧୀ?: ଜାଣନ୍ତୁ କାରଣ

October 8, 2025

ଏବେ ମାଗଣାରେ ଦେଖନ୍ତୁ ଲାଇଭ୍ ଟିଭି ଏବଂ ସିନେମା!: ଜାଣନ୍ତୁ ପ୍ରକ୍ରିୟା

October 8, 2025
Latest News

ସୀମା ନିକଟରେ ବଡ଼ ଆକ୍ରମଣ: ୧୧ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

October 8, 2025

୧୦ ରୁ ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ: ଦିଲ୍ଲୀରେ ଭଲ ନାହିଁ ଟିମ୍ ଇଣ୍ଡିଆର ରେକର୍ଡ

October 8, 2025

ପୁଣି ଥରେ ଜେଡିୟୁକୁ ଝଟକା ଦେବେ କି ଚିରାଗ ପାସୱାନ?: ଦେଲେ ଏଭଳି ସଂକେତ!

October 8, 2025

ଆଲିଆ ଭଟ୍ଟଙ୍କୁ କାହିଁକି କ୍ଷମା ମାଗିଲେ ପ୍ରିୟଙ୍କା ଗାନ୍ଧୀ?: ଜାଣନ୍ତୁ କାରଣ

October 8, 2025

ଏବେ ମାଗଣାରେ ଦେଖନ୍ତୁ ଲାଇଭ୍ ଟିଭି ଏବଂ ସିନେମା!: ଜାଣନ୍ତୁ ପ୍ରକ୍ରିୟା

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.