ନୂଆଦିଲ୍ଲୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜି ନୂଆଦିଲ୍ଲୀ ଆଜି ଜେଇଇ ଆଡଭାନସ୍ ପରୀକ୍ଷା 2020 ରେଜଲଟ ଘୋଷଣା କରିଛି। ଏହି ରେଜଲଟ ଜେଇଇର ମୁଖ୍ୟ ୱେବସାଇଟରେ ପ୍ରକାଶ ପାଇଛି। ନିମ୍ନରେ ଦିଆଯାଇଥିବା ଲିଙ୍କ୍ କୁ କ୍ଲିକ କଲେ ଆପଣ ଜାଣିପାରିବେ କଣ ହୋଇଛି ରେଜଲଟ jeeadv.ac.in http://result.jeeadv.ac.in/