ଭୁବନେଶ୍ବର : ଯୁକ୍ତ ଦୁଇ ଆଡ୍ମିଶନ୍ ପାଇଁ ଦ୍ବିତୀୟ କଟ୍ଅଫ୍ ତାଲିକା ପ୍ରକାଶ ପାଇଛି । କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା, ବାଣିଜ୍ୟରେ ବ୍ୟାସନଗର ପ୍ରଥମ ରହିଛି । କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ 70 ପ୍ରତିଶତ କଟ୍ଅଫ୍ ସହ ଶୀର୍ଷରେ ରହିଛି । ବିଜ୍ଞାନରେ 86.33% କଟଅଫ୍ ସହ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଶୀର୍ଷରେ ରହିଛି । ବାଣିଜ୍ୟରେ 79.67% ସହ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମ ରହିଛି ।