Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜଧାନୀ ଭୁବନେଶ୍ବରରୁ 365 ଆକ୍ରାନ୍ତ ଚିହ୍ନଟ, 329 ସୁସ୍ଥ
ଆଜିର ଖବର

ରାଜଧାନୀ ଭୁବନେଶ୍ବରରୁ 365 ଆକ୍ରାନ୍ତ ଚିହ୍ନଟ, 329 ସୁସ୍ଥ

October 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 365ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 365 ଆକ୍ରାନ୍ତଙ୍କ ମଧ୍ୟରେ 116ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଲୋକାଲା କଣ୍ଟାକ୍ଟ କେସ୍‌ରୁ 249ଜଣ ରହିଛନ୍ତି ।

249 ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ 21 ଜଣ ପଟିଆରୁ ଚିହ୍ନଟ ହୋଇଥିବାବେଳେ  29 ଜଣ ନୂଆପଲ୍ଲୀରୁ, 19 ଜଣ ଶହୀଦ ନଗରରୁ, 8ଜଣ ପାତ୍ରପଡାରୁ, 7 ଜଣ ୟୁନିଟ୍‌-8ରୁ, 6 ଜଣ ଝାରପଡାରୁ, 9 ଜଣ ଲକ୍ଷ୍ମୀସାଗରରୁ , କଟକ ରୋଡ୍‌ରୁ 3 ଜଣ, 7ଜଣ ସତ୍ୟନଗରରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି ଭୁବନେଶ୍ବରରୁ 329 ଜଣ ସୁସ୍ଥ ହୋଇଛନ୍ତି । ନୂତନ 365ଜଣ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 23 ହଜାର 914ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 20 ହଜାର 217ଜଣ । ସେହିପରି ଭୁବନେଶ୍ବରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 105କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 571ଜଣ ।

Update on newly detected #COVID19 cases in the last
24 hrs under the BMC area on 6th Oct 2020(till 9am).

Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/F5gqfp2YeS

— BMC (@bmcbbsr) October 6, 2020

Share. Facebook Twitter LinkedIn Email WhatsApp Copy Link

Related Posts

Air Force Day: ‘ଅପରେସନ ସିନ୍ଦୂର’ ର ନାୟକମାନଙ୍କୁ ସମ୍ମାନିତ କଲା ଭାରତୀୟ ବାୟୁସେନା

October 8, 2025

ଇଣ୍ଡିଆ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ: ଭାରତରେ କେତେବେଳେ ଆରମ୍ଭ ହେବ ମ୍ୟାଚ୍? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

October 8, 2025

RBI ର ବଡ଼ ନିଷ୍ପତ୍ତି: ବନ୍ଦ ହେବ ଏହି ବ୍ୟାଙ୍କ

October 8, 2025

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଯୋଜନାକୁ ଭଣ୍ଡୁର କରି ଦେବ କି ବିଜେପି !!!

October 8, 2025
Latest News

Air Force Day: ‘ଅପରେସନ ସିନ୍ଦୂର’ ର ନାୟକମାନଙ୍କୁ ସମ୍ମାନିତ କଲା ଭାରତୀୟ ବାୟୁସେନା

October 8, 2025

ଇଣ୍ଡିଆ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ: ଭାରତରେ କେତେବେଳେ ଆରମ୍ଭ ହେବ ମ୍ୟାଚ୍? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

October 8, 2025

‘ରୋହିତ, ବିରାଟଙ୍କୁ ଅବସର ପାଇଁ ବାଧ୍ୟ କରାଗଲା’: ଗମ୍ଭୀର ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି

October 8, 2025

RBI ର ବଡ଼ ନିଷ୍ପତ୍ତି: ବନ୍ଦ ହେବ ଏହି ବ୍ୟାଙ୍କ

October 8, 2025

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଯୋଜନାକୁ ଭଣ୍ଡୁର କରି ଦେବ କି ବିଜେପି !!!

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.