କେନ୍ଦୁଝର: ଟ୍ରେନ୍ ମରାମତି କାମ ତଦାରଖ କରୁଥିବାବେଳେ ଟ୍ରେନ୍ ଟ୍ରାକ୍ ସୁପରଭାଇଜରଙ୍କ ଦୁଃଖଦ ମୃତ୍ୟୁହୋଇଛି। ମିଳିଥିବା ସୂଚନା ଅନୁସାରେ ଦୁଇ ଟ୍ରେନ୍ ମଧ୍ୟରେ ଫସି ଟ୍ରାକ୍ ସୁପରଭାଇଜରଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ସୀତାବାଞ୍ଜି ଷ୍ଟେସନ ନିକଟରେ ୨ ଟ୍ରେନ୍ ମଧ୍ୟରେ ସୁପରଭାଇଜର୍ ଫସି ଯାଇଛନ୍ତି। ସୁପରଭାଇଜରଙ୍କୁ କିଛି ବାଟ ଟ୍ରେନ୍ ଘୋଷାଡି ନେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।