Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ଏହି ସ୍ଥାନରେ ଆଳୁ ପିଆଜର ଦାମଠାରୁ ଆହୁରି ଶସ୍ତାରେ ମିଳୁଛି କାଜୁ, ଜାଣନ୍ତୁ ଏହା କେଉଁଠି
ଆଜିର ଖବର

ଭାରତରେ ଏହି ସ୍ଥାନରେ ଆଳୁ ପିଆଜର ଦାମଠାରୁ ଆହୁରି ଶସ୍ତାରେ ମିଳୁଛି କାଜୁ, ଜାଣନ୍ତୁ ଏହା କେଉଁଠି

October 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଝାରଖଣ୍ଡ : କାଜୁ ଏକ ମହଙ୍ଗା ଖାଦ୍ୟ । ଯାହାକୁ ଖାଇବା ସାଧାରଣ ଲୋକଙ୍କ ପକ୍ଷରେ ଟିକେ କଷ୍ଟକର ହୋଇଥାଏ । କାଜୁର ଦାମ ସବୁବେଳେ ଉଚ୍ଚ ରହିଥାଏ । କାଜୁର ଦାମ କିଲୋ ପିଛା 800 ରୁ 1000 ଟଙ୍କା ରହିଥାଏ । କିନ୍ତୁ ଭାରତରେ ଏପରି ଏକ ଜାଗା ଅଛି ଯେଉଁଠାରେ ଆଳୁ-ପିଆଜର ଦାମଠାରୁ ମଧ୍ୟ କମ୍‌ ଦାମରେ କାଜୁ ମିଳିଥାଏ ।

ଝାରଖଣ୍ଡର ଜାମାତାଡା ଜିଲ୍ଲାରେ କାଜୁ କିଲୋ ପ୍ରତି 10ରୁ 20 ଟଙ୍କାର ବିକ୍ରି ହୋଇଥାଏ । ଜାମାତାଡାର ନାଲା ନିକଟରେ ପ୍ରାୟ 49 ଏକର କାଜୁ ବଗିଚା ରହିଛି । ଏହି ବଗିଚାଟି ବ୍ଲକ ମୁଖ୍ୟାଳୟଠାରୁ ଚାରି କିମି ଦୂରରେ ରହିଛି । ଏହି ବଗିଚାର ପ୍ରତିବର୍ଷ ହଜାର ହଜାର କୁଇଣ୍ଟାଲର କାଜୁ ଫଳିଥାଏ । କିନ୍ତୁ ଏହି ବଗିଚାର ରକ୍ଷଣାବେକ୍ଷଣ ତଥା ଦେଖରେଖ ଅଭାବରୁ ଏହା ସ୍ଥାନୀୟ ଲୋକେ ଏହି କାଜୁକୁ ଶାଗମାଛ ମୂଲରେ ବିକ୍ରି କରିଦେଇଥା’ନ୍ତି । ଏଠାକାର ସ୍ଥାନୀୟ ଲୋକେ ଓ ମହିଳା ଏହାକୁ ଆଳୁ ପିଆଜଠାରୁ ଶସ୍ତା ଦାମ୍‌ରେ ବିକ୍ରି କରିଦେଇଥା’ନ୍ତି । ତେବେ ବିଧାନସଭାରେ କାଜୁ ବଗିଚା ପ୍ରସଙ୍ଗକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଏହି କାଜୁ ବଗିଚାର ରକ୍ଷଣାବେକ୍ଷଣ ତଥା ଦେଖରେଖ ପାଇଁ କୌଣସି ପ୍ରଯତ୍ନ ହୋଇନାହିଁ। (ଏଜେନ୍ସି)

BJP Ads
jharkhand
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ରେଳ ଷ୍ଟେସନରୁ ହଟିବେ ବୁଲା କୁକୁର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

November 7, 2025

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ: ଚାରୋଟି ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

November 7, 2025
Jindal Ads
BJP Ads
Latest News

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025

ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ରେଳ ଷ୍ଟେସନରୁ ହଟିବେ ବୁଲା କୁକୁର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

November 7, 2025

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ: ଚାରୋଟି ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.