Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁରକ୍ଷା ବଳକୁ ଆଇପିଏଲ୍ ଉଦ୍‌ଘାଟନୀ ଉତ୍ସବର ୨୦ କୋଟି ପ୍ରଦାନ କଲା ବିସିସିଆଇ
ଆଜିର ଖବର

ସୁରକ୍ଷା ବଳକୁ ଆଇପିଏଲ୍ ଉଦ୍‌ଘାଟନୀ ଉତ୍ସବର ୨୦ କୋଟି ପ୍ରଦାନ କଲା ବିସିସିଆଇ

March 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
bcci gives 20 crores to army
bcci gives 20 crores to army

ଆଇପିଏଲ୍‌ର ୧୨ତମ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଥର ନିମନ୍ତେ ଏହି ଟୁର୍ଣ୍ଣାମେଣ୍ଟ ନିରାଡମ୍ବର ଭାବେ ଉଦ୍‌ଘାଟନୀ ଉତ୍ସବରେ ଆୟାେଜିତ ହୋଇଛି । ଉଦ୍‌ଘାଟନୀ ଉତ୍ସବର ସମ୍ପୂର୍ଣ୍ଣ ବଜେଟ୍‌କୁ ସଶସ୍ତ୍ର ବଳକୁ ପ୍ରଦାନ କରାଯାଇଛି । ପୁଲଓ୍ବାମା ଆକ୍ରମଣରେ ଶହୀଦ ଯବାନଙ୍କ ନିମନ୍ତେ ଏହି ଅର୍ଥ ପ୍ରଦାନ କରାଯାଇଛି । ଏହି ଆକ୍ରମଣରେ ୪୦ ଯବାନ ଶହୀଦ ହାେଇଥିଲେ । ଏହି ଅର୍ଥରାଶିରୁ  ୧୧କୋଟି ଭାରତୀୟ ଆର୍ମିକୁ ମିଳିଛି । ସିଆରପିଏଫ୍‌କୁ ୭ କୋଟି ମିଳିଥିବା ବେଳେ ନୌସେନା ଏବଂ ବାୟୁସେନାକୁ ୧ କୋଟି ଲେଖାଏଁ ମିଳିଛି । ସିଓଏ ମୁଖ୍ୟ ବିନୋଦ ରାୟ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଆରସିବି ଏବଂ ଚେନ୍ନାଇ ମଧ୍ୟରେ ଖେଳାଯାଇଥିବା ଏହି ପ୍ରଥମ ମ୍ୟାଚ୍‌ର ଟିକଟ୍‌ରୁ ମିଳିଥିବା ସମସ୍ତ ଅର୍ଥ ଚେନ୍ନାଇ ଟିମ୍‌ ନିର୍ଦ୍ଦେଶକ ରାକେଶ ସିଂ ସେନାକୁ ପ୍ରଦାନ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026
Latest News

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.