Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜ୍ୟୋତିଷ ଶାସ୍ତ୍ରର ଅନୁସାରେ ଦୁନିଆରେ ଏକମାତ୍ର ରାଶି ରହିଛି ଯାହା ଆସନ୍ତା ତିନି ବର୍ଷ ପାଇଁ କେବଳ ଶୁଭଫଳ ଦେବ
ଆଜିର ଖବର

ଜ୍ୟୋତିଷ ଶାସ୍ତ୍ରର ଅନୁସାରେ ଦୁନିଆରେ ଏକମାତ୍ର ରାଶି ରହିଛି ଯାହା ଆସନ୍ତା ତିନି ବର୍ଷ ପାଇଁ କେବଳ ଶୁଭଫଳ ଦେବ

October 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜ୍ୟୋତିଷ ଶାସ୍ତ୍ରର ଅନୁସାରେ ଦୁନିଆରେ ଏକମାତ୍ର ରାଶି ରହିଛି ଯାହା ଆସନ୍ତା ତିନି ବର୍ଷ ପାଇଁ କେବଳ ଶୁଭ ଖବର ଦେବ

ଭୁବନେଶ୍ବର, ଆଜି ଆମେ ଆପଣଙ୍କୁ ସେହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ଭାଗ୍ୟଶାଳି ରାଶି ସଂପର୍କରେ କହିବୁ ଯାହାର କୁଣ୍ଡଳିରେ କେବଳ ଶୁଭ ଯୋଗ ହିଁ ରହିଛି। ଏହି ରାଶିର ଲୋକମାନଙ୍କ ଉପରେ ଭଗବାନ ଶନିଦେବ ଅତ୍ୟନ୍ତ ସନ୍ତୁଷ୍ଟ ଅଛନ୍ତି। ଶନିଦେବଙ୍କ ଅନୁଗ୍ରହରେ ଏହି ରାଶି ବ୍ୟକ୍ତି ଖୁବ୍ ଶୀଘ୍ର ଭଲ ଖବର ପାଇବାକୁ ଯାଉଛନ୍ତି।

ବେକାର ଲୋକମାନେ ଭଲ ରୋଜଗାରର ସୁଯୋଗ ପାଇବେ, ଘର ପରିବାରର ଆର୍ଥିକ ସ୍ଥିତି ଦୃଢ ହେବ, ଲୋକମାନେ ଆପଣଙ୍କର ଭଲ ଆଚରଣ ଦ୍ୱାରା ବହୁତ ଆକର୍ଷିତ ହେବେ। ଆପଣଙ୍କ ଜୀବନସାଥୀ ଆପଣଙ୍କ ଭାବନାକୁ ପ୍ରଶଂସା କରିବେ। ଆପଣ ଚାକିରୀ କ୍ଷେତ୍ରରେ ପଦୋନ୍ନତି ପାଇ ପାରିବେ।

ସେୟାର ବଜାରରେ ବିନିଯୋଗ କରି ଆପଣ ଉପକୃତ ହୋଇ ପାରିବେ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହେବ। ଏହି ରାଶିର ବ୍ୟକ୍ତିମାନଙ୍କର ସରକାରୀ ଚାକିରିରେ ପଦୋନ୍ନତିର ସମୁଦାୟ ଦୃଶ୍ୟମାନ ହେଉଛି। ଏହି ଭାଗ୍ୟଶାଳୀ ରାଶି ହେଉଛି ‘ମେଷ’।ଏହି ରାଶିର ବକ୍ତିମାନେ ହଠାତ୍ ଏକ ବଡ଼ ଲଟେରୀ ପରି ପରିସ୍ଥିତି ହାସଲ କରି ପାରନ୍ତି। ଯାହାଦ୍ୱାରା ସେମାନଙ୍କର କୌଣସି ଅର୍ଥର ଅଭାବ ରହିବ ନାହିଁ। ପରିବାର ଭିତରେ ବହୁତ ଖୁସି ଆସିବ।

ଜ୍ୟୋତିଷ ଶାସ୍ତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସାମ୍ବାଦିକ ପରିଚୟରେ ଗଞ୍ଜେଇ ବ୍ୟବସାୟ, ପ୍ରେସ ଲେଖା ଗାଡ଼ି ଜବତ

October 17, 2025

ଲାଞ୍ଚ ନେବା ବେଳେ ଧରାହେଲେ ଡିଆଇଜି: ୫ କୋଟିରୁ ଉର୍ଦ୍ଧ୍ଵ ଜବତ, ଚାଲିଛି ଗଣତି

October 17, 2025

ସବୁଜ ଉର୍ଜା ପାଇଁ ନୀତି ଆୟୋଗ, ଓଡିଶା ସରକାର ଏବଂ ଆଇଏସଇଜି ସହ ତୈପାକ୍ଷିକ ଚୁକ୍ତି ପତ୍ର ସ୍ଵାକ୍ଷରିତ

October 17, 2025

ଅଭିଯୋଗ ସମାଧାନ କରି ୨.୭୨ କୋଟି ଫେରସ୍ତ କଲା ଜାତୀୟ ଗ୍ରାହକ ହେଲ୍ପଲାଇନ୍

October 17, 2025
Latest News

ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ

October 17, 2025

ସୁରଭି ହେଉଛି ଆନ୍ତର୍ନିହିତ ଗୁଣାବଳୀ ଉନ୍ମୋଚନର ସେତୁ

October 17, 2025

ସାମ୍ବାଦିକ ପରିଚୟରେ ଗଞ୍ଜେଇ ବ୍ୟବସାୟ, ପ୍ରେସ ଲେଖା ଗାଡ଼ି ଜବତ

October 17, 2025

ଲାଞ୍ଚ ନେବା ବେଳେ ଧରାହେଲେ ଡିଆଇଜି: ୫ କୋଟିରୁ ଉର୍ଦ୍ଧ୍ଵ ଜବତ, ଚାଲିଛି ଗଣତି

October 17, 2025

ସବୁଜ ଉର୍ଜା ପାଇଁ ନୀତି ଆୟୋଗ, ଓଡିଶା ସରକାର ଏବଂ ଆଇଏସଇଜି ସହ ତୈପାକ୍ଷିକ ଚୁକ୍ତି ପତ୍ର ସ୍ଵାକ୍ଷରିତ

October 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.