Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜଲାନ ଶାହ କପ୍‌ : ଭାରତ- ଦକ୍ଷିଣ କୋରିଆ ମ୍ୟାଚ୍‌ ଅମୀମାଂସିତ
ଆଜିର ଖବର

ଆଜଲାନ ଶାହ କପ୍‌ : ଭାରତ- ଦକ୍ଷିଣ କୋରିଆ ମ୍ୟାଚ୍‌ ଅମୀମାଂସିତ

March 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
india settles witha draw against s korea
india settles witha draw against s korea

ପାଞ୍ଚ ଥର ଆଜଲାନ ଶାହ ଟୁର୍ଣ୍ଣାମେଣ୍ଟ ଜିତିଥିବା ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ମ୍ୟାଚ୍‌ ଅମୀମାଂସିତ ଭାବରେ ଶେଷ ହାେଇଛି । ବର୍ଷାହାେଇ ମ୍ୟାଚ୍‌ ବନ୍ଦହେବା ପୂର୍ବରୁ ଭାରତ ୧-୦ରେ ଆଗୁଆ ରହିଥିଲା । ମାତ୍ର ମ୍ୟାଚ୍‌ର ଶେଷ କ୍ବାର୍ଟରରେ କୋରିଆଗୋଲ କରି ମ୍ୟାଚ୍କୁ ବରାବର କରିଥିଲା। ଗତକାଲି ଭାରତ ଜାପାନକୁ ୨-୦ରେ ପରାସ୍ତ କରିଥିବା ବେଳେ ଆଜିର ମ୍ୟାଚ୍‌ରେ ମଧ୍ୟ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ମନ୍‌ଦୀପ୍‌ ସିଂ ଦଳ ପକ୍ଷରୁ ଏକମାତ୍ର ଗାେଲ୍‌ ସ୍କୋର କରିଥିଲେ । ୨୮ ତମ ମିନିଟ୍‌ରେ ମନ୍‌ଦୀପ୍‌ ଭାରତ ପାଇଁ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ଭାରତର ଅଗ୍ରଣୀ ଦୀର୍ଘ ସମୟ ଧରି ରହିଥିଲା ମାତ୍ର ମ୍ୟାଚ୍‌ ଶେଷ ହେବାର ଏକ ମିନିଟ ପୂର୍ବରୁ ଜାଙ୍ଗ ଜଙ୍ଗହ୍ୟୁନ୍‌ ୫୯ତମ ମିନିଟ୍‌ରେ ଗାେଲ ସ୍କୋର କରିଥିଲେ। ଆଜିର ମ୍ୟାଚ୍‌ ପରେ ଭାରତ ମଙ୍ଗଳବାର ଘରୋଇ ମାଲେସିଆ ଏବଂ ଶୁକ୍ରବାର ପୋଲାଣ୍ଡ ସହିତ ମୁକାବିଲା କରିବ। ସୂଚନାଯେଗ୍ୟ ଗତ ସିଜିନର ଚାମ୍ପିୟନ୍‌ ଅଷ୍ଟ୍ରେଲିଆ ଚଳିତ ସିଜିନରେ ଖେଳୁନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026
Latest News

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.